Spread the love

ଦେବଗଡ଼ ବନଖଣ୍ଡରେ ଦନ୍ତାହାତୀ ମୃତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କାଉଁସିତଇଲା ଗାଁ ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଥିବା ସୂଚନା। ରିଆମାଳରେ ଗୋଟିଏ ମାସରେ ଗଲାଣି ୨ ହାତୀଙ୍କ ଜୀବନ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି।

Leave a Reply

Your email address will not be published. Required fields are marked *