
ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସମୂହ ଭଳିବଲ ପ୍ରତିଯୋଗିତା( 2025)ପାଇକ ପୁରୁଣାକୋଟ ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଯାଇଛି..ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ହିନ୍ଦୋଳ, କାମାଖ୍ୟା ନଗର, ଗନ୍ଦିଆ, ସଦର, ପରଜଙ୍ଗ, ଭୁବନ,. ଓଡାପଡା,କଙ୍କଡ଼ାହାଡ଼ ର ଉଭୟ ବାଳକ ଓ ବାଳିକା ମାନେ ଭାଗ ନେଇଥିଲେ…ଆଜିର ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରିଣୀ ସୌମ୍ୟଶ୍ରୀପଣ୍ଡା, ସଭାପତି ଭାବେ ବ୍ଲକ ଶିକ୍ଷା ଅଧୂକାରୀ ହରିହର ଦେହୁରୀ ଓ ସାନମାନିତ ଅତିଥ୍ ଭାବେ ଦ୍ବିତୀକୃଷ୍ଣ ସାହୁ, ସଞ୍ଜୟ କୁମାର ନାୟକ, ଓ ପବିତ୍ର ମୋହନ ପ୍ରଧାନ ଯୋଗ ଦେଇ ନିଜର ବକ୍ତବ୍ୟ ରଖ୍ ଥୂଲେ… ମ୍ୟାଚ ଗୁଡିକ ବହୁତ ସଂଘର୍ଷପୁର୍ଣ ହୋଇଥୁଲା, ଶେଷରେ ବାଳକ ବିଭାଗ( 14)ରୁ କମ ଓ (17)ରୁ କମବିଭାଗରେ ଓ ବାଳିକା ବିଭାଗ( 17)ରୁ କମ ବିଭାଗରେ ହିନ୍ଦୋଳ ଓ ଗନ୍ଦିଆ (14)ରୁ କମ ବାଳିକା ବିଭାଗରେ, ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟ ରେ ଭାଗ ନେବା ପାଈଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜିର ଉଦଜାପନି ଉତ୍ସବରେ ମୁଖ୍ୟଅତିଥ୍ ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ଓ ମୁଖ୍ୟବକ୍ତା ଭାବେ ସାଂସଦ ପ୍ରତିନିଧୂ ସୁଶାନ୍ତ କୁମାର ପତି,ଜିଲ୍ଲା ଶିକ୍ଷା ଅଧୂକାରିଣୀ,ବିନିତା ସେନାପତି, ଓ ସାନମାନିତ ଅତିଥ୍ ଭାବେ ଟାଟା ଷ୍ଟିଲ ଲିମିଟେଡ଼ ର କୁମାର ସୌରଭ, ଉପାଧ୍ଯକ୍ଷ ବରୁଣ ସର, ସରପଞ୍ଚ ପ୍ରତାପ ପ୍ରଧାନ ଓ ସମିତି ସଭ୍ୟ,ପ୍ରକାଶ ବେହେରା ଗାଲପଡା ସରପଞ୍ଚ ନର୍ମଦା ସେଠି, ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, ମଞ୍ଚ ପରିଚାଳନା ବିପିନି ସାହୁ କରିଥିଲେ… ତିନୋଟି ବିଭାଗରେ ଉର୍ନତ ଖେଳ ପ୍ରଦର୍ଶନ କରିଥିବା ହିନ୍ଦୋଳ ର ସଫଳତା ପାଈଁ ଓଡିଶା ର ବିଖ୍ୟାତ ଭଲ୍ଲୀ ପ୍ରଶିକ୍ଷକ ଆଶୁତୋଷ ଓ ଦିୟା ମଜୁମଦାର କୁ ସମସ୍ତ ଶ୍ରେୟ ଦିଆଯାଇଥିଲା.. ସମସ୍ତ ଖେଳକୁ ସୁଚାରୁରୂପେ ପରିଚାଳନା କରିଥିଲେ ଜିଲ୍ଲା ସାରୀରିକ କ୍ରୀଡା ଅଧୂକାରୀ ଉମେଶ ସାମଲ… ଅନ୍ୟମାନକ ମଧ୍ୟରେ ଜୀବନ ଜ୍ୟୋତି, ଦୀପକ ମୁଦୁଲ୍ଲୀ, ଦୁର୍ଯ୍ୟୋଧନ ପାଣି ଧରଣୀ ସାମଲ ମୁରଲୀ ସାମଲ, ପ୍ରହ୍ଲାଦ ସାମଲ, ୱାଲି ମୁଦୁଲ୍ଲୀ, ସନ୍ତୋଷ ସାହୁ, କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ.।




