
ଢେଙ୍କାନାଳ ଜ଼ିଲ୍ଲା ପରିଷଦ ଠାରେ ବରିଷ୍ଠ ନାଗରିକ ଦିବସ ପାଳନ : ଭାରତୀୟ ୟୋଗ ସଂସ୍ଥାନ ଢେଙ୍କାନାଳ ୟୋଗ ଜ଼ିଲ୍ଲା ରେ ଜ଼ିଲ୍ଲା ପରିଷଦ ଠାରେ ବରିଷ୍ଠ ନାଗରିକ ଦିବସ ପାଳିତ କର| ଯାଇଛି | ଉକ୍ତ ଦିବସରେ, ଭାରତୀୟ ଯୋଗ ସଂସ୍ଥାନ ର ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଜୀ ମୁଖ୍ୟ ଅତିଥି ଓ ସନମାନିତ ଅତିଥି ଶ୍ରୀ ରଘୁନାଥ ରେଡ୍ଡୀ ଜୀ ଓ Dsso ଶ୍ରୀ ନରେଶ ଚନ୍ଦ୍ର ସ୍ବାଇଁ ଜୀ, ଏବଂ ସଭ୍ୟ ଶ୍ରୀ ବିଶ୍ୱନାଥ ବେହେରା ଜୀ ସମେତ ଆଜିର ସଭାପତି ଶ୍ରୀ ବସନ୍ତ ପଟ୍ଟନାୟକ ଜୀ କରିଥିଲେ | ଢେଙ୍କାନାଳର ଜ଼ିଲ୍ଲା ପ୍ରଧାନ ସୁଶୀଲ କୁମାର ପଣ୍ଡା ଜୀ, ଓଁକାର ଧ୍ୱନି, ଗାୟତ୍ରୀ ମନ୍ତ୍ର କରାଇ ଥିଲେ, ଉପ ପ୍ରାଧାନ ଶ୍ରୀ ରଘୁନାଥ ତ୍ରିପାଠୀଜୀ, ପରିଚାଳନା ଓ ସୁକ୍ଷ୍ମ କ୍ରିୟା କରାଇଥିଲେ |, ଦିଲ୍ଲୀପ ମହାନ୍ତି ଜୀ ଆସନ ହାସିକ୍ରିୟା, Dr. N. C. Rout ଜୀ ପ୍ରାଣାୟାମ କରାଇ ଥିଲେ l ଏଥି ସହିତ ସମସ୍ତ ବରିଷ୍ଠ ନାଗରିକ, କ୍ଷେତ୍ର ଅଧିକାରୀ,, କେନ୍ଦ୍ର ପ୍ରମୁଖ, ଉପରେ ପ୍ରମୁଖ, ସାଧକ ସାଧିକା, ଉପସ୍ଥିତତ ରହି ଯୋଗା ଭ୍ୟାସ କାରିଥିଲେ |ଶେଷରେ ଶାନ୍ତିପlଠ ଧନ୍ୟବାଦ ଅର୍ପଣ କରି ସଭାପତି ସଭା ସାଙ୍ଗ କରାଇଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

