ଡିପିଜେପି ଜୁଏଲାରୀ ର ଧନତେରାସର ସବୁଠାରୁ ବଡ଼ ଅଫର
ଢେଙ୍କାନାଳ ଜିଲ୍ଲାର ସର୍ବବୃହତ ସୁନାଗହଣା ସୋରୁମ ଡିପିଜେପି ଜୁଏଲାରୀ ଜବାହାରଚୌକ,ଢେ଼ଙ୍କାନାଳ ପରିବାର ତରଫରୁ ଧନତେରାସ ଓ ଦୀପାବଳି ରେ ତାର ପ୍ରିୟ ଗ୍ରହକମାନଙ୍କୁ ଶୁଦ୍ଧ ସୁନା ଓ ଶୁଦ୍ଧ ଗହଣା ସହିତ ଭେଟି ଦେଉଛି ସ୍ୱତନ୍ତ୍ର ଉପହାର. ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ BIS 916 HUID Hallmark ର ଅତ୍ୟାଧୁନିକ ଡିଜାଇନର ବିଶାଳ ସୁନାଗହଣା ଉପରେ ସବୁଠାରୁ କମ ସୁନାଦର ଓ ସର୍ବନିମ୍ନ ଗଢ଼ାମଜୁରୀ ସହିତ ପ୍ରତ୍ୟେକ ଗ୍ରାହକ ମାନଙ୍କୁ ଦିଆଯାଉଛି. ବିଭିନ୍ନ ଡିଜାଇନ ର ରୁପା ଅଳଙ୍କାର ସହିତ ହୀରା ଅଳଙ୍କାର ର ମନଲୋଭା ଡିଜାଇନ ସୁଲଭ ମୂଲ୍ୟରେ ଦିଆଯାଉଛି. ପୁରୁଣା ସୁନା ବଦଳାଇଲେ ତାର ଉପଯୁକ୍ତ ମୂଲ୍ୟ ଦିଆଯାଉଛି. ଆଗକୁ ବିବାହ ଋତୁ ଥିବାରୁ ଆପଣମାନେ ଏସବୁ ଲାଭପ୍ରାପ୍ତ ହେବେ. ପ୍ରିୟ ଗ୍ରହକବନ୍ଧୁଙ୍କୁ ଉନ୍ନତମାନର ସେବା ଦେବାରେ ସର୍ବଦା ସଂକଳ୍ପବଦ୍ଧ ଡିପିଜେପି ଜୁଏଲାରୀ ପରିବାର.
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


