ମୁମ୍ବାଇଠାରେ ‘ଇଣ୍ଡିଆ ମାରିଟାଇମ୍‌ ୱିକ୍‌-2025’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାମୁଦ୍ରିକ ଦୃଷ୍ଟିକୋଣ ତିନୋଟି ସ୍ତମ୍ଭ ଉପରେ ଆଧାରିତ: ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତାଏହା ହେଉଛି ଭାରତର ସାମୁଦ୍ରିକ ମୁହୂର୍ତ୍ତ, ଯାହା ଭାରତର ପ୍ରବେଶପଥକୁ ବିଶ୍ୱ ପ୍ରବେଶପଥରେ ପରିଣତ କରୁଛିସାମୁଦ୍ରିକ କ୍ଷେତ୍ରରେ ମୋଦୀ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ସଂସ୍କାର ଯୋଗୁଁ ଭାରତ ଆଜି ବିଶ୍ୱ ସାମୁଦ୍ରିକ ମାନଚିତ୍ରରେ ଏକ ଉଦୀୟମାନ ଶକ୍ତି ଭାବରେ ଛିଡ଼ା ହୋଇଛିଭାରତ ଏହାର ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତାକୁ ବ୍ୟବହାର କରି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଓ ଗ୍ଲୋବାଲ୍‌ ସାଉଥ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିବା ସହିତ ବିକାଶ, ସୁରକ୍ଷା ଏବଂ ପରିବେଶଗତ ପ୍ରଗତିକୁ ପ୍ରୋତ୍ସାହିତ କରୁଛିଇଣ୍ଡିଆ ମାରିଟାଇମ୍ ୱିକ୍-2025 ଶିଖର ସମ୍ମିଳନୀ 2047 ସୁଦ୍ଧା ସାମୁଦ୍ରିକ ଶିଳ୍ପରେ ଭାରତକୁ ଶୀର୍ଷରେ ସ୍ଥାନିତ କରିବାର ଲକ୍ଷ୍ୟ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବଭାରତର ଲକ୍ଷ୍ୟ ହେଉଛି ଏକ ସବୁଜ ସାମୁଦ୍ରିକ ଭବିଷ୍ୟତ ନିର୍ମାଣ କରିବା ଯାହା ପ୍ରକୃତି ସହିତ ସନ୍ତୁଳନ ବଜାୟ ରଖି ବିକାଶକୁ ତ୍ୱରାନ୍ୱିତ କରିଥାଏସମୁଦ୍ର ଉପରେ ନିର୍ଭରଶୀଳ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ଏବଂ ଗ୍ଲୋବାଲ୍‌ ସାଉଥ୍‌ ଦେଶଗୁଡ଼ିକୁ ଧ୍ୟାନରେ ରଖି ଭାରତ ଏକ ସବୁଜ, ସମୃଦ୍ଧ ଏବଂ ସହଭାଗୀ ସମୁଦ୍ର ସୃଷ୍ଟି କରିବାର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛିଗତ 11 ବର୍ଷ ଧରି, ମୋଦୀଜୀ ଭାରତର ସାମୁଦ୍ରିକ କ୍ଷେତ୍ରକୁ ଜାତୀୟ ଶକ୍ତି, ଆଞ୍ଚଳିକ ସ୍ଥିରତା ଏବଂ ବିଶ୍ୱ ସମୃଦ୍ଧିର ଏକ ଉତ୍ସ ଭାବରେ ପରିଭାଷିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମୁଦ୍ରିକ ନୀତି ମହାସାଗର (ମ୍ୟୁଚୁଆଲ୍ ଆଣ୍ଡ୍ ହୋଲିଷ୍ଟିକ୍ ଆଡଭାନ୍ସମେଣ୍ଟ୍ ଫର ସିକ୍ୟୁରିଟି ଆଣ୍ଡ୍ ଗ୍ରୋଥ୍ ଆକ୍ରସ୍ ରିଜିଅନ୍ସ)ରେ ବିକଶିତ ହୋଇଛି, ଯାହା ଭାରତର ବର୍ଦ୍ଧିତ ବିଶ୍ୱ ପ୍ରଭାବର ପ୍ରତୀକ ପାଲଟିଛି‘ସାଗରକୁ ମହାସାଗର’ ରୂପାନ୍ତରିତ କରିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣ ଭାରତକୁ ସାମୁଦ୍ରିକ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବାର ଲକ୍ଷ୍ୟ ହାସଲ କରିବା ଦିଗରେ ପ୍ରେରଣା ଦେବଭାରତର 23.7 ଲକ୍ଷ ବର୍ଗ କିଲୋମିଟର ସାମୁଦ୍ରିକ କ୍ଷେତ୍ରରେ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (ଇଇଜେଡ୍‌) ବିଶ୍ୱବ୍ୟାପୀ ନିବେଶକ ଏବଂ ନିର୍ମାତାଙ୍କୁ ଆକର୍ଷିତ କରୁଛି କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ‘ଇଣ୍ଡିଆ ମାରିଟାଇମ୍‌ ୱିକ୍‌ – 2025’ (ଭାରତ ସାମୁଦ୍ରିକ ସପ୍ତାହ) ଉଦଘାଟନ କରିଥିଲେ। ଏହି ଅବସରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭିସ୍, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଓ ଶ୍ରୀ ଅଜିତ ପାୱାର ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ନିଜର ଅଭିଭାଷଣରେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ, ମୁମ୍ବାଇରେ ବିଶ୍ୱ ପ୍ରସିଦ୍ଧ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ରହିଛି । ସେ କହିଥିଲେ, ବର୍ତ୍ତମାନ ସମୟ ହେଉଛି ଭାରତର ସାମୁଦ୍ରିକ ମୁହୂର୍ତ୍ତ, ଯାହା ଭାରତର ପ୍ରବେଶପଥକୁ ବିଶ୍ୱ ପ୍ରବେଶପଥରେ ପରିଣତ କରୁଛି। ଗତ ଦଶନ୍ଧି ଧରି ସାମୁଦ୍ରିକ ସମ୍ମିଳନୀଗୁଡ଼ିକ ଏହା ପ୍ରମାଣ କରିଛି ଯେ, ସାମୁଦ୍ରିକ ଅର୍ଥବ୍ୟବସ୍ଥାରେ କାର୍ଯ୍ୟକାରୀ ହୋଇଥିବା ଗଭୀର ଢାଞ୍ଚାଗତ ସଂସ୍କାରକୁ ଆଧାର କରି ଭାରତ ଏକ ମହାଶକ୍ତି ଭାବରେ ଉଭା ହୋଇଛି ଏବଂ ବିଶ୍ୱ ସାମୁଦ୍ରିକ ମାନଚିତ୍ରରେ ପୂର୍ଣ୍ଣ ଶକ୍ତି ସହିତ ଦଣ୍ଡାୟମାନ ଅଛି ।

ଶ୍ରୀ ଅମିତ ଶାହ କହିଥିଲେ, ଆମର ଉପକୂଳ 11 ହଜାର କିଲୋମିଟରରୁ ଅଧିକ ଲମ୍ବା । ଏହି ସତ୍ୟରୁ ଭାରତର ସାମୁଦ୍ରିକ ଶକ୍ତି ଏବଂ ରଣନୀତିକ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ। 13ଟି ଉପକୂଳବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଆମର ସାମୁଦ୍ରିକ ରାଜ୍ୟଗୁଡ଼ିକ ଜିଡିପିରେ ପ୍ରାୟ 60 ପ୍ରତିଶତ ଯୋଗଦାନ ଦିଅନ୍ତି। ସେ କହିଥିଲେ, 23.7 ଲକ୍ଷ ବର୍ଗ କିଲୋମିଟର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (ଇଇଜେଡ୍‌) ସାରା ବିଶ୍ୱରୁ ନିବେଶକ ଓ ଉତ୍ପାଦନକାରୀଙ୍କୁ ଆକର୍ଷିତ କରେ ଏବଂ ଏହି ସାମୁଦ୍ରିକ ରାଜ୍ୟଗୁଡ଼ିକରେ ପ୍ରାୟ 800 ନିୟୁତ ଜନସଂଖ୍ୟା ବାସ କରନ୍ତି। ଭାରତ ମହାସାଗର କ୍ଷେତ୍ର (ଆଇଓଆର)ର 38ଟି ଦେଶ ବିଶ୍ୱ ରପ୍ତାନିରେ ପ୍ରାୟ 12 ପ୍ରତିଶତ ଯୋଗଦାନ ଦିଅନ୍ତି। ଆମେ ଏହି ଶିଖର ସମ୍ମିଳନୀ ମାଧ୍ୟମରେ ବିଶ୍ୱର ନିବେଶକ ଏବଂ ସାମୁଦ୍ରିକ ଶିଳ୍ପର ଚାମ୍ପିଅନମାନଙ୍କ ପାଇଁ ଏହି ପୂର୍ଣ୍ଣ ସମ୍ଭାବନାକୁ ଖୋଲା ରଖିଛୁ ବୋଲି ଶ୍ରୀ ଶାହ କହିଥିଲେ।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଭାରତ ଏହାର ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତା ବଳରେ ଭାରତ-ପ୍ରଶାନ୍ତ କ୍ଷେତ୍ର ଏବଂ ଗ୍ଲୋବାଲ ମଧ୍ୟରେ ଏକ ସେତୁର ଭୂମିକା ନିର୍ବାହ କରିବା ସହିତ ବିକାଶ, ସୁରକ୍ଷା ଏବଂ ପରିବେଶକୁ ତ୍ୱରାନ୍ୱିତ କରୁଛି। ଭାରତର ସାମୁଦ୍ରିକ ଇତିହାସ ପ୍ରାୟ 5000 ବର୍ଷ ପୁରୁଣା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ନୂତନ ସାମୁଦ୍ରିକ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ। ଆଜି, ଏହି ସମ୍ମିଳନୀରେ 100ରୁ ଅଧିକ ଦେଶର ପ୍ରତିନିଧି ଉପସ୍ଥିତ ଅଛନ୍ତି। ଭାରତର ସାମୁଦ୍ରିକ ପରମ୍ପରା ଏବେ ବି ବିଶ୍ୱ ସହଭାଗୀତା ଏବଂ ଆଞ୍ଚଳିକ ସ୍ଥିରତାର କେନ୍ଦ୍ରବିନ୍ଦୁ ବୋଲି ଏହା ପ୍ରମାଣିତ କରୁଛି ବୋଲି ସେ କହିଥିଲେ।ଶ୍ରୀ ଅମିତ ଶାହ କହିଥିଲେ, ଭାରତୀୟ ନୌବାଣିଜ୍ୟ ସପ୍ତାହ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ସାମୁଦ୍ରିକ ଆଲୋଚନା ମଞ୍ଚ ଭାବରେ ଉଭା ହୋଇଛି। 2047 ସୁଦ୍ଧା ସାମୁଦ୍ରିକ ଶିଳ୍ପରେ ଭାରତର ସର୍ବୋଚ୍ଚ ସ୍ଥାନ ସୁନିଶ୍ଚିତ କରିବା ଲକ୍ଷ୍ୟ ହାସଲ କରିବାରେ 2025 ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚଳିତ ବର୍ଷର ସଂସ୍କରଣରେ 100 ରୁ ଅଧିକ ଦେଶରୁ 350 ରୁ ଅଧିକ ବକ୍ତା, 500 ରୁ ଅଧିକ କମ୍ପାନୀ ଏବଂ 100,000 ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଏଠାରେ 10 ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ମଧ୍ୟ ସୃଷ୍ଟି ହେବ। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଭାରତ ପ୍ରତିଯୋଗିତା ନୁହେଁ, ପାରସ୍ପରିକ ସହଯୋଗରେ ବିଶ୍ୱାସ କରେ। ପାରସ୍ପରିକ ସହଯୋଗ ମାଧ୍ୟମରେ ଦେଶର ସାମୁଦ୍ରିକ ଶିଳ୍ପକୁ ବିଶ୍ୱ ସାମୁଦ୍ରିକ ଶିଳ୍ପ ସହିତ ସଂଯୋଗ କରିବା ପାଇଁ ଆମେ ଏକ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରିଛୁ।କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମେରିଟାଇମ୍‌ ଭିଜନ୍‌ ବା ସାମୁଦ୍ରିକ ଦୃଷ୍ଟିକୋଣ ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତାର ତିନୋଟି ସ୍ତମ୍ଭ ଉପରେ ଆଧାରିତ। ସାମୁଦ୍ରିକ ଭାରତ ଦୃଷ୍ଟିକୋଣ 2013 ସହିତ ଆମେ ସାଗରମାଳା, ନୀଳ ଅର୍ଥବ୍ୟବସ୍ଥା ଓ ସବୁଜ ସାମୁଦ୍ରିକ ଦୃଷ୍ଟିକୋଣ ଭଳି ପଦକ୍ଷେପ ଆରମ୍ଭ କରିଛୁ ଏବଂ ଭାରତକୁ ବିଶ୍ୱ ଜାହାଜ ନିର୍ମାଣ ଶିଳ୍ପରେ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ସ୍ଥାନିତ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଆମେ ନୂତନ ମେଗା ଓ ଡିପ୍‌ ଡ୍ରାଫ୍ଟ ବନ୍ଦର ମଧ୍ୟ ନିର୍ମାଣ କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତିବର୍ଷ 10,000 ନିୟୁତ ମେଟ୍ରିକ୍ ଟନ୍ ବନ୍ଦର କାରବାର ଲକ୍ଷ୍ୟ ରଖାଯାଇଛି ଏବଂ ବନ୍ଦର ପରିବହନକୁ ସମ୍ପୂର୍ଣ୍ଣ ଡିଜିଟାଇଜ କରାଯାଇଛି। ଏହାସହିତ, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର, ପୂର୍ବ ସାମୁଦ୍ରିକ କରିଡର ଏବଂ ଉତ୍ତର-ଦକ୍ଷିଣ ପରିବହନ କରିଡର ଭଳି ସଂଯୋଗ ପ୍ରକଳ୍ପରେ ମଧ୍ୟ ଭାରତ ଯୋଗ ଦେଇଛି।ଶ୍ରୀ ଅମିତ ଶାହ କହିଥିଲେ, 11 ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସାମୁଦ୍ରିକ କ୍ଷେତ୍ରକୁ ଜାତୀୟ ଶକ୍ତି, ଆଞ୍ଚଳିକ ସ୍ଥିରତା ଏବଂ ବିଶ୍ୱ ସମୃଦ୍ଧି ଭାବରେ ପରିଭାଷିତ କରିଛନ୍ତି। ଆମେ ଏହି ତିନୋଟି ଲକ୍ଷ୍ୟ ହାସଲ କରିବା ପାଇଁ ଅନେକ ପଦକ୍ଷେପ ନେଇଛୁ। ଆଜି, ବିଶ୍ୱ ବାଣିଜ୍ୟର ଦୁଇ-ତୃତୀୟାଂଶ ଭାଗ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରର ସାମୁଦ୍ରିକ ମାର୍ଗ ଦେଇ ଗତି କରେ ଏବଂ ଭାରତର 90 ପ୍ରତିଶତ ବାଣିଜ୍ୟ ସମୁଦ୍ର ପଥରେ ହୁଏ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମୁଦ୍ରିକ ନୀତି ଏବେ ମହାସାଗର (ମ୍ୟୁଚୁଆଲ୍ ଆଣ୍ଡ୍ ହୋଲିଷ୍ଟିକ୍ ଆଡଭାନ୍ସମେଣ୍ଟ୍ ଫର୍ ସିକ୍ୟୁରିଟି ଆଣ୍ଡ୍ ଗ୍ରୋଥ ଆକ୍ରସ୍ ରିଜିଅନ୍ସ) ରେ ପରିଣତ ହୋଇଛି, ଯାହା ଭାରତର ବିସ୍ତାରିତ ବିଶ୍ୱ ପ୍ରଭାବ ପ୍ରତୀକ ବୋଲି ସେ କହିଥିଲେ। ଶ୍ରୀ ଶାହ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଗରରୁ ମହାସାଗର ଦୃଷ୍ଟିକୋଣ ଆମକୁ 2047 ସୁଦ୍ଧା ଭାରତକୁ ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତା କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ଅନୁପ୍ରାଣିତ କରିବ। ଏଥିପାଇଁ, ମୋଦୀ ସରକାର ବଜେଟକୁ ଛଅ ଗୁଣ ବୃଦ୍ଧି କରିଛନ୍ତି, ଯାହା ଆଜି 40 ନିୟୁତ ଡଲାରରୁ 230 ନିୟୁତ ଡଲାର ହୋଇଛି।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ସାଗରମାଳା ପ୍ରକଳ୍ପ ଅଧୀନରେ, ଆମେ ମାର୍ଚ୍ଚ 2025 ସୁଦ୍ଧା 70 ବିଲିୟନ ଡଲାର ମୂଲ୍ୟର 839 ପ୍ରକଳ୍ପ ଚିହ୍ନଟ କରିଛୁ, ଯେଉଁଥିରୁ 17 ବିଲିୟନ ଡଲାର ମୂଲ୍ୟର 272 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। 5 ବିଲିୟନ ଡଲାର ମୂଲ୍ୟର ଗ୍ରେଟ୍ ନିକୋବର ପ୍ରକଳ୍ପ ଚାଲିଛି, ଯାହା ଭାରତର ସାମୁଦ୍ରିକ ବିଶ୍ୱ ବାଣିଜ୍ୟକୁ ବହୁଗୁଣିତ କରିବ। ଆମେ 200 ନିୟୁତ ଡଲାର ନିବେଶ ସହିତ କୋଚିନ୍ ସିପୟାଡ୍‌ରେ ଭାରତର ସର୍ବବୃହତ ଡକ୍ ନିର୍ମାଣ ସହିତ ଆଗକୁ ବଢ଼ିଛୁ। ଏହା ବ୍ୟତୀତ, ଗୁଜରାଟରେ ଏକ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ ବିକଶିତ ହେଉଛି। ଶ୍ରୀ ଶାହ କହିଥିଲେ, ପ୍ରାସଙ୍ଗିକ ଅନ୍ତର୍ଜାତୀୟ ଆଇନ ସହିତ ସମନ୍ୱୟ ରଖିବା ପାଇଁ ପୁରୁଣା ଭାରତୀୟ ଆଇନଗୁଡ଼ିକୁ ମଧ୍ୟ ସଂସ୍କାର କରାଯାଇଛି। 2025ରେ, ଆମର ସଂସଦ 117 ବର୍ଷ ପୁରୁଣା ଭାରତୀୟ ବନ୍ଦର ଆଇନକୁ ଅନୁମୋଦନ କରିଥିଲା, ଏହାକୁ ସମସାମୟିକ ପରିପ୍ରେକ୍ଷୀରେ ଏବଂ ଏକ ବିଶ୍ୱ ଦୃଷ୍ଟିକୋଣ ସହିତ ସମାନ କରାଯାଇଥିଲା। ପ୍ରମୁଖ ବନ୍ଦର ପ୍ରାଧିକରଣ ଆଇନ, 2021 ମାଧ୍ୟମରେ, ଆମେ ବନ୍ଦରଗୁଡ଼ିକ ପାଇଁ ଅଧିକ ସ୍ୱାୟତ୍ତ କ୍ଷମତା ଏବଂ ସେଗୁଡ଼ିକର ସଂସ୍ଥାଗତ ଢାଞ୍ଚାର ଆଧୁନିକୀକରଣ ପାଇଁ ପଥ ପ୍ରଶସ୍ତ କରିଛୁ। ଜାତୀୟ ଜଳପଥ ଆଇନ, 2016 ଅଧୀନରେ 106 ନୂତନ ଜଳପଥ ମଧ୍ୟ ଘୋଷଣା କରାଯାଇଛି ବୋଲି ସେ କହିଥିଲେ।ଶ୍ରୀ ଅମିତ ଶାହ କହିଥିଲେ, ମୋଦୀ ସରକାର ସୁରକ୍ଷା, ଉପକୂଳ ସୁରକ୍ଷା ଏବଂ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ନୀଳ ଅର୍ଥବ୍ୟବସ୍ଥାର ବିକାଶ ସୁନିଶ୍ଚିତ କରିଛନ୍ତି। ଗତ ଦଶନ୍ଧିରେ ଉପକୂଳ ଜାହାଜ ପରିବହନ 118 ପ୍ରତିଶତ ଏବଂ ମାଲ ପରିବହନ 150 ପ୍ରତିଶତ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଟର୍ଣ୍ଣ-ଆରାଉଣ୍ଡ-ଟାଇମ୍ ବା କାରବାର ସମୟ ମଧ୍ୟ ହ୍ରାସ କରିଛୁ ଏବଂ ବିଶ୍ୱ ମାନଦଣ୍ଡର ନିକଟତର ହୋଇଛୁ। ସାମୁଦ୍ରିକ କ୍ଷେତ୍ରରେ ଏକ ବୃତ୍ତାକାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଜାହାଜ ନିର୍ମାଣକୁ ଆଗକୁ ବଢ଼ାଇବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛୁ। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଭାରତର ଲକ୍ଷ୍ୟ ହେଉଛି ଏକ ସବୁଜ ସାମୁଦ୍ରିକ ଭବିଷ୍ୟତ ନିର୍ମାଣ କରିବା ଯାହା ପ୍ରକୃତି ସହିତ ସନ୍ତୁଳନ ବଜାୟ ରଖିବା ସହିତ ବିକାଶକୁ ତ୍ୱରାନ୍ୱିତ କରେ। ସେ ଏହା ମଧ୍ୟ ଜୋର ଦେଇ କହିଥିଲେ, କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ଏବଂ ଗ୍ଲୋବାଲ ସାଉଥର ଅନେକ ଦେଶ ସମୁଦ୍ରରୁ ସେମାନଙ୍କର ଜୀବନ ଏବଂ ଜୀବିକା ପାଆନ୍ତି ଏହା ଭାରତ ଧ୍ୟାନରେ ରଖିଛି। ଜଳବାୟୁ ପରିବର୍ତ୍ତନ ଏହି ଦେଶଗୁଡ଼ିକ ପାଇଁ ବଞ୍ଚିବାର ବିଷୟ ଏବଂ ଭାରତ ଏକ ସବୁଜ, ସମୃଦ୍ଧ ଏବଂ ସହଭାଗୀ ମହାସାଗର ନିର୍ମାଣର ଏହି ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech