ଆଉ ୨ ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଢେ଼ଙ୍କାନାଳ ବିଭିନ୍ନ ବଜାର ଛକ ମାନଙ୍କରେ ଡଙ୍ଗାର ପସରା ଖୋଲିଲାଣି। ବାଜିଚୌକ ର ୨୦ ବର୍ଷର ଡଙ୍ଗା ବ୍ୟବସାୟୀ ଶ୍ରୀରାମ ସାହୁ କହିଛନ୍ତି ଯେ ୧୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ ଟଙ୍କା ପର୍ଯ୍ୟନ୍ତ ଡଙ୍ଗା ବିକ୍ରି ହେଉଛି। ବ୍ୟବସାୟୀ ମାନେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି।



