ଢେଙ୍କାନାଳ ଜବାହାରଚୌକି ସୂର୍ଯ୍ୟ ହୋଟେଲ ଲାଇନ ରେ ଖୋଲିଲା ଖାଦିମ୍ ସୋରୁମ୍

ଢେଙ୍କାନାଳ ଜବାହାରଚୌକି ସୂର୍ଯ୍ୟ ହୋଟେଲ ଲାଇନ ରେ ଖାଦିମ୍ ସୋରୁମ୍ ଉଦ୍ଘାଟନ ହେଇଯାଇଛି। ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ର ସଭାପତି ଚିତ୍ତ ରଞ୍ଜନ ମହାନ୍ତି ମନୋରଞ୍ଜନ ମହାନ୍ତି ଓ ପ୍ରିୟ ରଞ୍ଜନ ବିଶ୍ଵାଳ ଉଦ୍ଘାଟନ କରିଛନ୍ତି।

ସମସ୍ତ ପାଇଁ ସୁଲଭ ମୂଲ୍ୟରେ ଚପଲ ଲେଡିଜ୍ ବ୍ୟାଗ , ସ୍କୁଲ ବ୍ୟାଗ ସ୍କୁଲ ଜୋତା ସ୍ପୋର୍ଟସ ଜୋତା ଚପଲ ଲେଡିଜ ଜୋତା ଜେନଶ୍ ଜୋତା ପାଇ ପାରିବେ । ଦୋକାନ ମାଲିକ ସାରଦା ପ୍ରସନ୍ନ ହୋତା ,ମା ଅନୁପମା ହୋତା,ସାରଥୀ ରାଉତରାୟ ଉଦ୍ଘାଟନ ସମୟରେ ଯୋଗ ଦେଇଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

