୩ ଡିଗ୍ରୀ ଯାଏଁ କମିବ ତାପମାତ୍ରା
ଭୁବନେଶ୍ବର: ଓଡ଼ିଶାରେ ୩ ଡିଗ୍ରୀ ଯାଏଁ କମିବ ତାପମାତ୍ରା । ଆସନ୍ତା ଦୁଇ ଦିନ ପରେ ଆହୁରି ବଢ଼ିବ ଶୀତ। ଆଜି ରାଉରକେଲା ଥିଲା ରାଜ୍ୟର ସବୁଠୁ ଥଣ୍ଡା ସହର । ରାଉରକେଲାରେ ଗତ ୬ ଦିନରେ ପାଖାପାଖି ୬ ଡିଗ୍ରୀ ପାରଦ ଖସି ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ ହୋଇଛି।



