Author: jagratbharat

ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ

ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡି ମାରିବା ଦ୍ଵାରା ବଜ୍ରାଘାତରେ ଏକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଛାତ୍ରୀ ଜଣକ ନିଜ ଘର ବାରଣ୍ଡାରେ…