Category: ଅନୁଗୋଳ

ଅସାରାଏ ବର୍ଷାରେ କୁମ୍ଭେଶ୍ୱରୀ ମନ୍ଦିରରେ ଆଣ୍ଠୁଏ ଆଣ୍ଠୁଏ ପାଣି

ଅସାରାଏ ବର୍ଷାରେ କୁମ୍ଭେଶ୍ୱରୀ ମନ୍ଦିରରେ ଆଣ୍ଠୁଏ ଆଣ୍ଠୁଏ ପାଣି ତାଳଚେର, ୦୯/୦୮ ତାଳଚେର ପୌରପରିଷଦ ଅନ୍ତର୍ଗତ ସାପ୍ତାହିକ ଶନିବାର ହାଟ ରାସ୍ତା କଡ଼ରେ ଦୀର୍ଘବର୍ଷ ହେବ ପୂଜା ପାଇ ଆସୁଥିବା ମା’କୁମ୍ଭେଶ୍ୱରୀ ମନ୍ଦିରରେ ଅସାରାଏ ବର୍ଷାରେ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି…

ବିଜେପି ନେତା ଓ ଙ୍କ ମାତୃ ବିୟୋଗ ରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଶୋକ

ବିଜେପି ନେତା ଓ ଙ୍କ ମାତୃ ବିୟୋଗ ରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଶୋକ ଅନୁଗୋଳ /ତାଳଚେର :ତା 9/8/2026: ଅନୁଗୋଳ ଜିଲ୍ଲାର ବରିଷ୍ଠ ବିଜେପି ନେତା କାଳନ୍ଦି ପ୍ରଧାନ ଙ୍କର…

ଆଜିର ରାଶିଫଳ

🌞 ଜାଗ୍ରତ ଭାରତ ନ୍ୟୁଜ୍ 🔮 ଆଜିର ରାଶିଫଳ — ୯ ଅଗଷ୍ଟ ୨୦୨୬, ରବିବାର ♈ ମେଷ ଶୁଭ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ।ଶୁଭ ସଂଖ୍ୟା: ୯ଶୁଭ…

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :୦୮/୦୮/୨୦୨୬ଜୀବଜଗତ ପାଇଁ ପ୍ରକୃତିର ଦାନ ଅତୁଳନୀୟ, ସେଥିମଧ୍ୟରୁ ବୃକ୍ଷରାଜି ସମସ୍ତଙ୍କର ତ୍ରାଣକର୍ତ୍ତା ଭାବରେ ଉଭାହୋଇଛି। ବିଶେଷକରି ମନୁଷ୍ୟ ଓ ପଶୁ ସମାଜ ତିଷ୍ଠି ରହିବା ପାଇଁ ଯାହା…

ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାତାଳଚେର, ୦୮/୦୮ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ…

ଚିତ୍ରକୂଟ୍ଟ ମନ୍ଦିର ସମ୍ମୁଖ ଡ଼୍ରେନ ଭାଙ୍ଗି ଚୁରମାର୍ : ପୌରକାର୍ଯ୍ୟାଳୟର ନାହିଁ ନିଘା

ଚିତ୍ରକୂଟ୍ଟ ମନ୍ଦିର ସମ୍ମୁଖ ଡ଼୍ରେନ ଭାଙ୍ଗି ଚୁରମାର୍ : ପୌରକାର୍ଯ୍ୟାଳୟର ନାହିଁ ନିଘାତାଳଚେର, ୦୮/୦୮ ତାଳଚେର ପୌରପରିଷଦ କାର୍ଯ୍ୟାଳୟ ଠାରୁ ମାତ୍ର ୫ଶହ ମିଟରରେ ଦୂରରେ ରହିଥିବା ଚିତ୍ରକୂଟ୍ଟ ଗଣେଶମନ୍ଦିର ସମ୍ମୁଖ ରାସ୍ତାରେ ରହିଥିବା ବସ୍ତିର ଘରକଡ଼କୁ ଲାଗି ଏକ ଡ଼୍ରେନ…

ବର୍ଷାରେ ଭିଜୁଛି ତାଳଚେର

ବର୍ଷାରେ ଭିଜୁଛି ତାଳଚେରତାଳଚେର, ୦୮/୦୮ ବିଭିନ୍ନ ସୋସିଆଲ ମିଡ଼ିଆରେ ୨ରୁ ତିନିଦିନ ବର୍ଷା ହେବାର ଖବର ଭାଇରାଲ ହେଉଥିବା ବେଳେ ତାଳଚେର ଅଂଚଳରେ ଶନିବାର ଅପରାହ୍ଣ ୩.୩୦ମିନିଟ୍ ସମୟରେ ବର୍ଷା ହୋଇଥିବା ଦେଖାଯାଇଥିଲା । ପ୍ରାୟ ୨ଘଂଟା କାଳ ବର୍ଷା ହେବାପରେ…

ବିଏମ୍‌ଡବ୍ଲ୍ୟୁ କାର୍‌ରେ ଧଳାଜହର କାରବାର, ୩ ଗିରଫ

ବିଏମ୍‌ଡବ୍ଲ୍ୟୁ କାର୍‌ରେ ଧଳାଜହର କାରବାର, ୩ ଗିରଫ ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଦାମୀ BMW କାର୍‌ରେ ଚାଲିଥିଲା ଧଳାଜହର କାରବାର। ଗୁପ୍ତ ସୂଚନା ପାଇ ଚଢ଼ାଉ କରି ୧୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ୩ ଜଣଙ୍କୁ…

ଆଜିର ରାଶିଫଳ

🔮 ଆଜିର ରାଶିଫଳ 📅 ୮ ଅଗଷ୍ଟ ୨୦୨୬, ଶନିବାର ଜାଗ୍ରତ ଭାରତ ନ୍ୟୁଜ୍ ଏହା ଜ୍ୟୋତିଷୀୟ ବିଶ୍ୱାସ ଆଧାରିତ ସାଧାରଣ ରାଶିଫଳ। ♈ ମେଷ ଶୁଭ ଫଳାଫଳ: କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା କାମ ଆଗକୁ ବଢ଼ିବ।ଶୁଭ ସଂଖ୍ୟା:…

ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଭେଣ୍ଡର SGB Brandsafway Private Limited ଅଧୀନରେ ଥିବା ସୁପରଭାଇଜର ସୁଶାନ୍ତ ସାମଲଙ୍କ ପରଲୋକ

ନୁଆହାତା, ବଅଁରପାଳର ବାସିନ୍ଦା ତଥା ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଭେଣ୍ଡର ସଂସ୍ଥା SGB Brandsafway Private Limited ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟରତ ଶ୍ରୀ ସୁଶାନ୍ତ ସାମଲ (୪୦)ଙ୍କ ଅକାଳ ବିୟୋଗରେ ଆମେ ଗଭୀର ଭାବେ ମର୍ମାହତ। ୬ ଅଗଷ୍ଟ ୨୦୨୬…