ରାତିରେ ବେଆଇନ ବିଦ୍ୟୁତ ହୁକିଂ ଧରିଲା ବନ ବିଭାଗ: ତାର, କାଠ ଓ କାଚ ବୋତଲ ଜବତ
ରାତିରେ ବେଆଇନ ବିଦ୍ୟୁତ ହୁକିଂ ଧରିଲା ବନ ବିଭାଗ: ତାର, କାଠ ଓ କାଚ ବୋତଲ ଜବତ ଅନୁଗୋଳ: ବେଆଇନ ବିଦ୍ୟୁତ ହୁକିଂ ବିରୋଧରେ ଅନୁଗୋଳ ବନଖଣ୍ଡର ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ବଡ଼ ପଦକ୍ଷେପ ନିଆଯାଇଛି। ଛେଣ୍ଡିପଦା ରେଞ୍ଜ ଅଧୀନ ରାଇଝରଣ…
