Category: କଟକ

ଆପୋଲୋ ହସ୍ପିଟାଲରେ ସମ୍ମୁଖରେ ଦିବାରାତ୍ର ଗଣଧାରଣା

ଆପୋଲୋ ହସ୍ପିଟାଲରେ ସମ୍ମୁଖରେ ଦିବାରାତ୍ର ଗଣଧାରଣା କଟକ-୧୯-୦୨-୨୦୨୬ ରିଖ ଆପୋଲୋ ହସପିଟାଲରେ ବେଆଇନ ଭାବରେ ସଂଘର ସକ୍ରିୟ କାର୍ଯ୍ୟ କର୍ତ୍ତା ମାନଙ୍କ ଚାକିରିରୁ ବହିଷ୍କାର କରାଯାଉଛି। ସଂଘର ସାଧାରଣ ସମ୍ପାଦକଙ୍କୁ ମିଥ୍ୟା ଆରୋପ ଲଗାଇ ଚାକିରିରୁ ବହିଷ୍କାର କରିବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି।ସଂଘ…

କଟକ ଜିଲ୍ଲା ଟାଇକ୍ବାଣ୍ଡୋ କ୍ରୀଡା ସଂଘର ନବ ନିର୍ବାଚିତ

କଟକ ଜିଲ୍ଲା ଟାଇକ୍ବାଣ୍ଡୋ କ୍ରୀଡା ସଂଘର ନବ ନିର୍ବାଚିତ କଟକ,ତାରିଖ ୧୮-୦୨-୨୦୨୬: କଟକ ଜିଲ୍ଲା ଟାଇକ୍ବାଣ୍ଡୋ କ୍ରୀଡା ସଂଘର ସାଧାରଣ ସଭା ଓ ନିର୍ବାଚନ ଫେବୃଆରୀ ୧୮ ତାରିଖରେ ଏସ୍ଏନ୍ ଟାଇକ୍ବାଣ୍ଡୋ ଏକାଡେମୀ, ସିଡିଏ ସେକ୍ଟର-୯, ସଫଳତାର ସହ ଆୟୋଜିତ ହେଉଛି।ଏହି…

ଆଜିଠାରୁ କଟକ ବାରବାଟୀ ଷ୍ଟାଡିୟମ ଠାରେ ଆରମ୍ଭ ହେବ ଏସିଆନ ଡିଫ କ୍ରିକେଟ

ଆଜିଠାରୁ କଟକ ବାରବାଟୀ ଷ୍ଟାଡିୟମ ଠାରେ ଆରମ୍ଭ ହେବ ଏସିଆନ ଡିଫ କ୍ରିକେଟ, ଏହି ଖେଳକୁ ଆୟୋଜନ କରୁଛି ଏସିଆନ ଡିଫ କ୍ରିକେଟ ଆସୋସିଏସନ, ତିନୋଟି ଦେଶ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଛନ୍ତି, ଭାରତ ସହିତ ଶ୍ରୀଲଙ୍କା, ନେପାଳ ଦଳ…

କଟକରେ ଫୁଟିଲା ଗୁଳି, ଯୁବକ ମୃତ

ଭାଇଚାରାର ସହର କଟକରେ ଆଜି ସନ୍ଧ୍ୟାରେ ହିଂସା ଦେଖାଯାଇଛି। ମଧୁପାଟଣା ଥାନା ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି। ଏହି ଗୁଳିମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ସୌମ୍ୟରଂଜନ ଜେନା (୩୪)। ସୂଚନା ଅନୁସାରେ…

ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା:ସକାଳ ୧୦:୩୦ ରୁ ଆରମ୍ଭ

ଆଜିଠୁ CBSE ପରୀକ୍ଷା । ଆଜିଠାରୁ କେନ୍ଦ୍ରୀୟ ମାଧମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା । ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ଆଜିଠୁ ଆରମ୍ଭ…

BCCI ମହିଳା 23 ବର୍ଷରୁ କମ ଏକଦିବସି ୟମହିଳା ଦଳ ଘୋଷଣା

BCCI ମହିଳା 23 ବର୍ଷରୁ କମ ଏକଦିବସିୟ ମହିଳା ଦଳ ଘୋଷଣା Place: CuttackDate: 16/2/2026 Anchor: ବିସିସିଆଇ ମହିଳା ୨୩ବର୍ଷ ରୁ କମ ଏକଦିବସିୟ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ମହିଳା ଦଳ । ଆସନ୍ତା ମାର୍ଚ୍ଚ ୩…

କଟକର ପୁରାତନ ସ୍କୁଲ ଭକ୍ତମଧୁ ବିଦ୍ୟାପୀଠର ବାର୍ଷିକ ଉଛବ

କଟକର ପୁରାତନ ସ୍କୁଲ ଭକ୍ତମଧୁ ବିଦ୍ୟାପୀଠର ବାର୍ଷିକ ଉଛବ କଟକ – ଆଜି ସହରର ସବୁଠାରୁ ପୁରୁଣା ତଥା 146 ବର୍ଷର ସ୍କୁଲ ଭକ୍ତମଧୁ ବିଦ୍ୟାପୀଠର ବାର୍ଷିକ ଉଛବ ସ୍କୁଲ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କଟକ…

ପଞ୍ଚଭୂତରେ ଲିନ ହେଲା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ମର ଶରୀର

କଟକ ସତୀଚଉରାରେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ତାଙ୍କୁ ମୁଖାଗ୍ନି ଦେଇଥିବା ସୂଚନା ମିଳିଛି। କଟକ ମର୍କତନଗରର ଏକ ଘରୋଇ ହସ୍ପିଟାଲରେ ରବିବାର ତାଙ୍କର ୭୨ବର୍ଷ ବୟସରେ ପରଲୋକ ଘଟିଥିଲା। ଗୁରୁବାର…

ଇଫକୋ ତରଫରୁ କଟକ ଏସ ସି ବି ଡାକ୍ତରଖାନାକୁ 50 ଟିତିନି ଜଣ ବସିବା ଷ୍ଟିଲ ଚେୟାର ଦାନ

ଇଫକୋ ତରଫରୁ କଟକ ଏସ ସି ବି ଡାକ୍ତରଖାନାକୁ 50 ଟିତିନି ଜଣ ବସିବା ଷ୍ଟିଲ ଚେୟାର ଦାନ କଟକ ଆଜି ସ୍ଥାନୀୟ ଏସ ସି ବି ଡାକ୍ତରଖାନାରେ ଇଫକୋ ସାର କମ୍ପାନୀ ପାରାଦ୍ୱୀପ ପକ୍ଷରୁ 50ଟି ଷ୍ଟିଲ ଚେୟାର ଦାନ…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । ହୃଦଘାତରେ ଆଖି ବୁଜିଛନ୍ତି । ସଂନ୍ଧ୍ୟା ୬ଟା ୧୮ ସମୟରେ ବିୟୋଗ ଘଟିଥିବା ସୂଚନା । ଆସନ୍ତାକାଲି ସତି ସଉରାରେ ହେବ ଅନ୍ତିମ ସଂସ୍କାର । ​​​​​ସୁଚନା, ମସ୍ତିଷ୍କାଘାତ ଯୋଗୁଁ ଗୁରୁତର ଅସୁସ୍ଥ ହୋଇ…