Category: ଭୁବନେଶ୍ବର

ନନ୍ଦନକାନନର ମାସକୁ ଆୟ ୧.୭୭ କୋଟି : ଜଙ୍ଗଲ ମନ୍ତ୍ରୀ

ଭୂବନେଶ୍ୱର,୧୮/୩ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଭିନ୍ନ ସେବା ଏବଂ କାର୍ଯ୍ୟକଳାପ ଦ୍ୱାରା ମାସିକ ହାରାହାରି ୧.୭୭ କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛି ବୋଲି ଆଜି ରାଜ୍ୟ ବିଧାନସଭାରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ…

୧୯,୯୮୪ ଡାକ୍ତର ପଦବୀ ମଧ୍ୟରୁ ୬,୭୬୦ ପଦବୀ ଖାଲି : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୂବନେଶ୍ୱର,୧୮/୩ : ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ଘୋର ଅଭାବ ମଧ୍ୟରେ, ସରକାର ୫,୮୨୨ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ଅନୁରୋଧ କରିଛନ୍ତି। ଆଜି ବିଧାନସଭାରେ ଏହା ଘୋଷଣା କରି ସ୍ୱାସ୍ଥ୍ୟ ଏବଂ ପରିବାର…

ଓଡ଼ିଶା ପାଲଟିଛି ବ୍ରାଉନସୁଗାର ହବ୍‌; ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ

ପ୍ରତ୍ୟେକ ଦିନ ନିଶା କାରବାରରେ ଅନେକ ଧରାପଡ଼ି ଜେଲ୍‌କୁ ଯାଇଥାନ୍ତି। ଏହା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା। ଏ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତର ରଖିଛନ୍ତି। ୩ ବର୍ଷରେ ୭୭.୩୪୪…

ନବ ଦାସ ହତ୍ୟା ମାମଲା: CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ପତ୍ନୀ

ନବ ଦାସ ହତ୍ୟା ମାମଲା ନେଲା ନୂଆ ମୋଡ଼ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବ ସ୍ୱର୍ଗତ ନବ ଦାସଙ୍କ ପରିବାର । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇ-ମେଲ୍ କରିଛନ୍ତି ନବ ଦାସଙ୍କ ପତ୍ନୀ ।…

ପରଲୋକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ…

ମହିଳାଙ୍କ ପାଇଁ ଖୁସି ଖବର : ଏକାବେଳେ ଖାତାକୁ ଆସିବ ୧୫ ହଜାର ସୁଭଦ୍ରା ଟଙ୍କା

ଭୂବନେଶ୍ୱର, ୧୭/୦୩ : ସୁଭଦ୍ରା ହିତାଧିକାରୀ ମହିଳାଙ୍କ ପାଇଁ ଆସିଛି ଖୁସି ଖବର । ଦୁଇଟି କିସ୍ତିର ଟଙ୍କା ପାଇନଥିବା ମହିଳା, ଆଗକୁ ଏକାବେଳକେ ୧୫ ହଜାର ଟଙ୍କା ପାଇବେ । ଆଗକୁ ରାଖୀ ପୂର୍ଣ୍ଣିମା ସୁଭଦ୍ରା ହିତାଧିକାରୀ ମହିଳାଙ୍କୁ ତୃତୀୟ…

ଆଜି କମ୍ପିବ ବିଧାନସଭା : ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିରୋଧୀ

ଭୂବନେଶ୍ୱର, ୧୭/୦୩ : ଆଜି କମ୍ପିବ ବିଧାନସଭା । ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଗର୍ଜିବେ ବିରୋଧୀ । ହୋଲି ଦିନରେ ସାରା ରାଜ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି । ହୋଲି ଦିନ ରାଜଧାନୀରେ…

୩ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା, ଉଦ୍‌ଘାଟନ କରିବେ ଭିମ୍‌ସାର ସୁପର ସ୍ପେଶିଆଲିଟି କୋଠା

ଭୂବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଏ ସମ୍ପର୍କରେ ବୁର୍ଲାରେ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆପାତତଃ…

ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ

ଭୂବନେଶ୍ୱର, ୧୬/୦୩ : ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଭୁବନେଶ୍ବର ଖାରବେଳନଗର ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଆଧୁନିକ କାବ୍ୟ ସାହିତ୍ୟର ଅନ୍ୟତମ ସ୍ରଷ୍ଟା ଥିଲେ ।…

୬୬୦ କେଜି ଗଞ୍ଜେଇ ଜବତ : ୬ ଗିରଫ

ଭୂବନେଶ୍ୱର, ୧୫/୦୩ : ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ଗୋଟିଏ ବୋଲେରୋ ପିକ୍‌ଅପ ଓ ୬୬୦ କେଜି ଗଞ୍ଜେଇ ସହିତ ଏକ ଧଳା କାର, ଗୋଟିଏ ପିସ୍ତଲ, ମାଗାଜିନ, ଦୁଇଟି ଗୁଳି ଏବଂ ୫ଟି ମୋବାଇଲ ଜବତ କରିବା…