Category: ଯାଜପୁର

ବ୍ୟାସନଗର ଠାରେ ଅର୍ବାନ୍ ପି.ଏଚ୍‌.ସି., ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ମଣ୍ଡଳ ନୂତନ କାର୍ଯ୍ୟାଳୟ ଓ କ୍ୱାର୍ଟର ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ

ବ୍ୟାସନଗର ଠାରେ ଅର୍ବାନ୍ ପି.ଏଚ୍‌.ସି., ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ମଣ୍ଡଳ ନୂତନ କାର୍ଯ୍ୟାଳୟ ଓ କ୍ୱାର୍ଟର ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ ବ୍ୟାସନଗର, ୮/୦୯ : ଆଜି ସକାଳ ୧୧ ଘଟିକା ସମୟରେ ବ୍ୟାସନଗର ପୌରପରିଷଦ ପାନ୍ଥିକା ଠାରେ…

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ଯାଜପୁର _ ଯାଜପୁର ଚଳିତ ଇଂରାଜୀ ମାସ 6/09/26 ରିଖ ରବିବାର ଦିନ ନମୈଜା କଳଦିଆ ସ୍ଥିତ ରାଧାନାଥ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ…

ଗୁରୁ ପୂଜନୋସବ ଓ ବନ୍ଧୁମିଳନ ଏବଂ ପୁସ୍ତକ ଉନ୍ମୋଚନ

ଗୁରୁ ପୂଜନୋସବ ଓ ବନ୍ଧୁମିଳନ ଏବଂ ପୁସ୍ତକ ଉନ୍ମୋଚନ ଯାଜପୁର _ ଯାଜପୁର ଜିଲ୍ଲା ବିଂଝାରପୁର ନିକଟସ୍ଥ ଗୋବିନ୍ଦପୁର ନିକଟବର୍ତ୍ତୀ ଚଣ୍ଡିଆଗଡି ଉଚ୍ଚ ବିଦ୍ୟାଳୟରେ ବ୍ଳକ ଆନୁକୂଲ୍ୟରେ ବ୍ଳକସ୍ଥ ସମସ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ…

ବି କେ ବି ହାଇ ସ୍କୁଲ୍ ରେ ଗୁରୁଦିବସ ପାଳିତ

ବି କେ ବି ହାଇ ସ୍କୁଲ୍ ରେ ଗୁରୁଦିବସ ପାଳିତ ହାବଳଗଣ୍ଡ ପାଟଣାସ୍ଥ ବି କେ ବି ହାଇ ସ୍କୁଲ୍ ପରିସରରେ ମହାନ୍ ଦାର୍ଶନିକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ଦିବସ ତଥା ଗୁରୁଦିବସ…

ଯାଦବ ମହାସଭାର ଜନ୍ମାଷ୍ଟମୀ ପାଳନ

ଯାଦବ ମହାସଭାର ଜନ୍ମାଷ୍ଟମୀ ପାଳନ ଯାଜପୁର __ ଯାଜପୁର ,୫/୯(ଜାଗ୍ରତ ଭାରତ): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ନିକଟସ୍ଥ ରାଜକନିକା ଯାଦବ ମହାସଭା ଆନୁକୂଲ୍ୟରେ ଓଳାଭର ଯାଦବ ଭବନଠାରେ ଜନ୍ମାଷ୍ଟମୀ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି।ସକାଳ ୯ଟା ଠାରୁ ଯଦୁପତି କୃଷ୍ଣଙ୍କ…

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ପୃର୍ବତନ ସାଧାରଣ ସଂପାଦକଙ୍କ ପରଲୋକ

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ପୃର୍ବତନ ସାଧାରଣ ସଂପାଦକ ଙ୍କ ପରଲୋକ ଯାଜପୁର __ ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ଅନ୍ତର୍ଗତ କର୍ଣ୍ଣ ପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବରିଷ୍ଠ ଶିକ୍ଷକ ନେତା ତଥା ଯାଜପୁର ଜିଲ୍ଲା ଓଡ଼ିଶା ମାଧ୍ୟମିକ…

ବିଂଝାରପୁର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ

ବିଂଝାରପୁର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ଯାଜପୁର _ ଯାଜପୁର ଜିଲ୍ଲା ବିଂଝାରପୁର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସମସ୍ୟା,ବନ୍ୟାଜନିତ କ୍ଷୟକ୍ଷତି ଏବଂ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ କୁ ନେଇ ବୁଧବାର ଦିନ ସମିତ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଖରସ୍ରୋତା ପୁସ୍ତକ ମେଳା କମିଟି ଓ ରଜ ମହୋତ୍ସବ ଓ ପିପ୍ପୁଲଶ ଅନୁଷ୍ଠାନ ପକ୍ଷରୁ ବନ୍ୟା ଘେରରେ ଥିବା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଖରସ୍ରୋତା ପୁସ୍ତକ ମେଳା କମିଟି ଓ ରଜ ମହୋତ୍ସବ ଓ ପିପ୍ପୁଲଶ ଅନୁଷ୍ଠାନ ପକ୍ଷରୁ ବନ୍ୟା ଘେରରେ ଥିବା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଯାଜପୁର _ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତରେ ଗତ ବନ୍ୟାରେ ନାହିଁ…

ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, କୋରେଇ ଥାନାରେ ମାମଲା

ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, କୋରେଇ ଥାନାରେ ମାମଲା ଯାଜପୁର: କୋରେଇ ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ମାଡ଼ ମାରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣା…

ରଜ ମହୋତ୍ସବ ଏବଂ ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ରିଲିଫ ବଣ୍ଟନ କଲେ

ରଜ ମହୋତ୍ସବ ଏବଂ ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ରିଲିଫ ବଣ୍ଟନ କଲେ ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୁଣ୍ଟୁରିପଡା ଏବଂ ରାଜକନିକା ବ୍ଲକ ଅନ୍ତର୍ଗତ ପ୍ରଦନପଡା…