Category: ରାୟଗଡ଼ା

ଚର୍ଚ୍ଚାରେ କାଶୀପୁର ପ୍ରେମ; ଅନ୍ୟ ସମ୍ପ୍ରଦାୟରେ ବାହାହେବାରୁ ଶୁଦ୍ଧିକ୍ରିୟା କଲେ ଗ୍ରାମବାସୀ

ରାୟଗଡା: ରାୟଗଡା ଜିଲ୍ଲା ପ୍ରଶାସନର ସଚେତନତା କାମ ଦେଉନାହିଁ । ଦିନକୁ ଦିନ ଅନ୍ଧବିଶ୍ୱାସ କବଳିତ ହୋଇ ପଡିଛି ରାୟଗଡା ଜିଲ୍ଲା । ଅନ୍ଧବିଶ୍ୱାସ କୁପରିଣାମ ଭଗୁଛନ୍ତି ନିରୀହ ଆଦିବାସୀ ସମ୍ପ୍ରଦାୟ । ଜିଲ୍ଲାରେ କେତେବେଳେ ଗୁଣିଗାରେଡିକୁ ନେଇ ଅନେକ ଘଟଣା…

ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ; ରେଲୱେ ଷ୍ଟେସନ୍‌ରୁ ପୋଲିସ ଉଠାଇ ନେଇଥିବା ସୂଚନା

ରାୟଗଡ଼ା: ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ । ରେଲୱେ ଷ୍ଟେସନ୍‌ରୁ ପୋଲିସ ଉଠାଇ ନେଇଥିବା ସୂଚନା । କାଶୀପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥାନ୍ତେ । ତାପୂର୍ବରୁ ମେଧା ପାଟେକରଙ୍କୁ ପୋଲିସ ଅଟକ ରଖିଥିବା ସୂଚନା । ପ୍ରକାଶ ଯେ,…

ଭିଜିଲାନ୍ସ ଜାଲରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ । ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ପୂର୍ବରୁ ତାଙ୍କ ନାଁରେ ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ବୁଧବାର…

ପୋଲିସ୍ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ, ରହିଥିଲା ୪ଲକ୍ଷ ଟଙ୍କା

ଭୂବନେଶ୍ୱର: ରାୟଗଡା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ବଂଶଧାରା- ଘୁମୁସର- ନାଗାବଳି (BGN) ଡିଭିଜନ ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ। ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ…

ବିଜେପି ସଭାପତିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଓଏଏସ ଆସୋସିଏସନ୍ ପକ୍ଷରୁ ଥାନାରେ ଏତଲା

ରାୟଗଡା: ରାୟଗଡା ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ନେଇ ରାୟଗଡ଼ା ଜିଲ୍ଲା ଓଏଏସ ସଂଘ ବୈଠକ କରି ଏହାର ତୀବ୍ର…

ଓଡିଶା ରାଜସ୍ୱ ଅମଲା ସଙ୍ଘ ରାୟଗଡ ଶାଖାର କର୍ମକର୍ତ୍ତା ଚୟନ “ମନୋଜ କୁମାର ରଥ ସଭାପତି ଓ ଶ୍ରୀ ଅଜୟ କୁମାର ନାହାକ ସମ୍ପାଦକ ନିର୍ବାଚିତ

ଓଡିଶା ରାଜସ୍ୱ ଅମଲା ସଙ୍ଘ ରାୟଗଡ ଶାଖାର କର୍ମକର୍ତ୍ତା ଚୟନ “ମନୋଜ କୁମାର ରଥ ସଭାପତି ଓ ଶ୍ରୀ ଅଜୟ କୁମାର ନାହାକ ସମ୍ପାଦକ ନିର୍ବାଚିତ “ ରାୟଗଡ:-ତା. ୧୬/୦୨-ରାୟଗଡ ଜିଲ୍ଲା ଶାଖା ଓଡିଶା ଅମଲା ସଂଘର ଆଜି କର୍ମକର୍ତ୍ତା ନିର୍ବାଚନ…

ରlୟଗଡ଼ ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରlୟଗଡ଼ ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ lରାୟଗଡ:-ତା. ୧୬/୦୨-ଆଜି ସ୍ଥାନୀୟ ହାଲୁଆ ତୋଟା ଠାରେ ରlୟଗଡ଼ ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ରାୟଗଡାରେ ହେବ ନୂଆ ରେଳ ଡିଭିଜନ : ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୂବନେଶ୍ୱର, ୦୮/୦୨ : ରାୟଗଡାରେ ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ନୂଆ ରେଳ ଡିଭିଜନ- ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ। ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା-ବାଚେଲି,…

ମକର ସଂକ୍ରାନ୍ତି ଉପଲକ୍ଷେ ବୃଦ୍ଧ ଓ ବୃଦ୍ଧା ଙ୍କୁ ବସ୍ତ୍ର ବଣ୍ଟନ କରିଛନ୍ତି ରାୟଗଡ ବିଧାୟକ ଆପଳା ସ୍ୱାମୀ କାଡ୍ରାକା

ମକର ସଂକ୍ରାନ୍ତି ଉପଲକ୍ଷେ ବୃଦ୍ଧ ଓ ବୃଦ୍ଧା ଙ୍କୁ ବସ୍ତ୍ର ବଣ୍ଟନ କରିଛନ୍ତି ରାୟଗଡ ବିଧାୟକ ଆପଳା ସ୍ୱାମୀ କାଡ୍ରାକା ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଗରିବ ବୃଦ୍ଧ ଓ ବୃଦ୍ଧା ଙ୍କୁ ବସ୍ତ୍ର ବଣ୍ଟନ କରିଛନ୍ତି ରାୟଗଡ ବିଧାୟକ ଆପାଲୁ…

ଆଜି ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୂବନେଶ୍ୱର, ୦୬/୦୧ : ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେ । ସେ ତେଲେଙ୍ଗାନାର ଚାର୍ଲାପଲ୍ଲୀ ନୂଆ…