ଓ.ପି ଜିନ୍ଦଲ ସ୍କୁଲକୁ “ଶିକ୍ଷା ଉତ୍କର୍ଷ ପୁରସ୍କାର’-୨୦୨୬”
ଓ.ପି ଜିନ୍ଦଲ ସ୍କୁଲକୁ “ଶିକ୍ଷା ଉତ୍କର୍ଷ ପୁରସ୍କାର’-୨୦୨୬” ଅନୁଗୋଳ, ୨୯ ଜୁଲାଇ ୨୦୨୬: ଜିନ୍ଦଲ ନଗର, ଅନୁଗୋଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଏବଂ ସମନ୍ୱିତ ଶିକ୍ଷାର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରମାଗତ ଦ୍ୱିତୀୟ ବର୍ଷ…
