Category: ଜାମ୍ମୁ ଓ କାଶ୍ମୀର

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ନିପାତ

ଜାମ୍ମୁ-କାଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ କେରନ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ସେନା। ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଯବାନମାନେ ଗୁଳି ଚଳାଇଥିଲେ। ଫଳରେ ୨ ଜଣ ଆତଙ୍କବାଦୀ…

୫ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କାଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୪ରେ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ ପରେ କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବର ଅନେକ ସହର ବ୍ଲାକ ଆଉଟ୍

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଦୁଇ ଦେଶର ସହମତି ପରେ ବି ପାକିସ୍ତାନ ସୀମାରେ ଗୁଳି ମାରିବା ଆରମ୍ଭ କରିଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ କରାଗଲା ବ୍ଲାକ୍ ଆଉଟ୍। ବିଭିନ୍ନ ସ୍ଥାନରେ ପାକିସ୍ତାନ ପଟୁ…

ଅପରେସନ ସିନ୍ଦୂର ପରେ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ: ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ

ଶ୍ରୀନଗର: ଅପରେସନ ସିନ୍ଦୂର ପରେ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ। ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ୧୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଥିବା ସୂଚନା ରହିଛି। ସେହିପରି ଖାଲି ହେଉଛି ଏଲଓସି ଅଞ୍ଚଳରେ ଥିବା ଗାଁ।…

ପହଲଗାମ: ଜିପ୍‌ଲାଇନ୍‌ରେ ଥିବା ଅଜଣା ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ୍ ହେଲା ଭୟଙ୍କର ଦୃଶ୍ୟ

ଅନନ୍ତନାଗ: ଜମ୍ମୁ କଶ୍ମୀରର ପହଲଗାମର ବୈସରଣରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭିଡିଓଟି ଜଣେ ପର୍ଯ୍ୟଟକଙ୍କ ଦ୍ୱାରା ଜିପ୍‌ଲାଇନ୍‌ରେ…

PoKରେ ଲାଗିଲା ଏମରଜେନ୍ସି: ଚାରିଆଡେ ଭୟର ବାତାବରଣ

ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ, ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ନଜଣାଇ…

କାଶ୍ମୀରର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ; ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: ଜମ୍ମୁ କାଶ୍ମୀରର ପହେଲଗାମ ଠାରେ ଆଜି ଉଗ୍ରପନ୍ଥୀମାନେ ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ପର୍ଯ୍ୟଟକ ମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ…

ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ: ୩ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ତାଣ୍ଡବ ରଚିଛି ପ୍ରକୃତି । ପ୍ରବଳ ବର୍ଷା, କୁଆପଥର ବର୍ଷା ଏବଂ ପବନ ରାଜ୍ୟର ଅନେକ ଅଞ୍ଚଳରେ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। ଜମ୍ମୁକାଶ୍ମୀରର ରାମବନ ଜିଲ୍ଲାରେ ଭୂସ୍ଖଳନ । ଘର ଭାଙ୍ଗିବା ସହ ଯାନବାହନ ନଷ୍ଟ ହୋଇଯାଇଥିବା…

ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଚାଲିଛି ଅପରେସନ ସାନ୍ୟାଲ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ଏନକାଉଣ୍ଟର। ଆତଙ୍କବାଦୀ ଓ ସୁରକ୍ଷାକର୍ମଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ହିରାନଗର ସେକ୍ଟରରେ ଭାରତ-ପାକ୍‌ ସୀମାର ସାନ୍ୟାଲ ଗାଁରେ ରବିବାର ସନ୍ଧ୍ୟାରେ ସଦିଗ୍ଧ ଗତିବିଧି ପରେ, ତଲାସୀ ଅଭିଯାନ ଆରମ୍ଭ…

ଜମ୍ମୁ କାଶ୍ମୀରର ଅଂଜି ଖଡ୍ ବ୍ରିଜରେ ଗଡ଼ିଲା ପ୍ରଥମ ଇଲେକ୍ଟ୍ରି ରେଳ ଇଞ୍ଜିନ୍

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅଂଜି ଖଡ୍ ବ୍ରିଜରେ ଗଡ଼ିଲା ପ୍ରଥମ ଇଲେକ୍ଟ୍ରି ରେଳ ଇଞ୍ଜିନ୍। ଏକ ନମ୍ବର ଟନେଲ୍ ଦେଇ ରେଳ ଇଞ୍ଜିନ୍ ଗଡ଼ିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ରେଳ ମାଧ୍ୟମରେ କାଶ୍ମୀରକୁ…