Category: ନୂଆଦିଲ୍ଲୀ

ପାକିସ୍ତାନରେ ଟପ୍‌ ଲସ୍କର ଆତଙ୍କବାଦୀ ସୈଫୁଲ୍ଲାକୁ ହତ୍ୟା, ୨୦୦୬ରେ RSS ମୁଖ୍ୟାଳୟ ଆକ୍ରମଣର ଷଡ଼ଯନ୍ତ୍ରରେ ଥିଲା ସାମିଲ

ଅପରେସନ ସିନ୍ଦୁରକୁ ନେଇ ଭୟରେ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି। ୨୦୦୬ ମସିହାରେ ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଲସ୍କର-ଏ-ତୈବା କମାଣ୍ଡର ଅବୁ ସୈଫୁଲ୍ଲା ପାକିସ୍ତାନରେ ନିହତ ହୋଇଛି।…

ଗାଜାରେ ଇସ୍ରାଏଲ ସେନାର ଜବରଦସ୍ତ ଆକ୍ରମଣ, ଗୁଳିକାଣ୍ଡରେ ଗାଜାର ୧୪୬ଜଣ ମୃତ

ଗାଜା ଉପରେ ଇସ୍ରାଏଲର ବଡ଼ ହମଲା। ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୯ରୁ ଅଧିକ ଆହତ ହୋଇଛନ୍ତି। ୟାର ଷ୍ଟ୍ରାଇକ୍ କରି ଘନଘନ ବୋମା ବର୍ଷା କରୁଛି ଆଇଡିଏଫ । ଗତ ୨୪ ଘଣ୍ଟାରେ ଇସ୍ରାଏଲର ହମଲାରେ ୧୪୬ଜଣ…

ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା ଆଇଆଇଟି ବମ୍ବେ

ମୁମ୍ବାଇ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇଆଇଟି ବମ୍ବେର ବଡ଼ ନିଷ୍ପତ୍ତି। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା IIT ବମ୍ବେ। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତି ବାତିଲ୍ କଲା। IIT ବମ୍ବେ ତୁର୍କୀ ଶିକ୍ଷାନୁଷ୍ଠାନ ସହିତ…

ଆଜି ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶେଷ ଦିନ, ପୁନର୍ବାର ଡିଜିଏମଓ ସ୍ତରୀୟ ବୈଠକରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ଆଜି ହେଉଛି ଶେଷ ଦିନ। ଆଜି ପୁନର୍ବାର DGMO ସ୍ତରୀୟ ବୈଠକ ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ୧୪ ମଇରେ ହୋଇଥିବା ଡିଜିଏମଓ ସ୍ତରୀୟ ଆଲୋଚନାରେ ୧୮ ମେ ପର୍ଯ୍ୟନ୍ତ ଅସ୍ତ୍ରବିରତି ବୃଦ୍ଧି ପାଇଁ…

୧୭ ଜଣ ସାଂସଦଙ୍କୁ ମିଳିବ ରତ୍ନ ପୁରସ୍କାର, ମହାରାଷ୍ଟ୍ରରୁ ସର୍ବାଧିକ

ନୂଆଦିଲ୍ଲୀ: ସଂସଦରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୧୭ ଜଣ ସାଂସଦ ଏବଂ ୨ ଜଣ ସଂସଦୀୟ ସ୍ଥାୟୀ କମିଟିଙ୍କୁ ନାଗରିକ ସମାଜ ପକ୍ଷରୁ ୨୦୨୫ ବର୍ଷ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପାଇଁ ଚୟନ କରାଯାଇଛି। ଏହି ପୁରସ୍କାରଗୁଡ଼ିକ ସଂସଦରେ…

ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତାକୁ ବାହାର ରାଷ୍ଟ୍ରରେ ଉପସ୍ଥାପନ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ଅପରେସନ ସିନ୍ଦୂର ପ୍ରେକ୍ଷାପଟ୍ଟରେ ଓ ସୀମାପାର ଆତଙ୍କବାଦ ବିପକ୍ଷରେ ଭାରତ ପକ୍ଷରୁ ସାତଟି ପ୍ରତିନିଧି ଦଳ ଏହି ମାସ ଶେଷ ବେଳକୁ ବିଭିନ୍ନ ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମିଳିତ ଜାତିସଂଘ ନିରାପତ୍ତା ପରିଷଦର କିଛି ସଦସ୍ୟମାନଙ୍କ ସହ…

ଅଭିମନ୍ୟୁଙ୍କ ନେତୃତ୍ୱରେ ଇଂଲଣ୍ଡ ଗସ୍ତ ପାଇଁ ଭାରତ ଏ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ଦଳ କ୍ୟାଟେଂରୀବରି ଓ ନର୍ଥଥାମ୍ପଟନ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବ । ଏଥିପାଇଁ ଅଭିମନ୍ୟୁ ଈଶ୍ୱରନଙ୍କ ନେତୃତ୍ୱରେ ଭାରତ ଏ ଦଳର ଘୋଷଣା କରାଯାଇଛି…

ଦୁଇଗୁଣା ବଢ଼ିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୁରସ୍କାର ରାଶି

ଵିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ୨୦୨୫ ଟାଇଟଲ ବିଜେତାକୁ ୩.୬ ନିୟୁତ ଆମେରିକୀୟ ଡଲାର ମିଳିବ, ଯାହାକି ଗତ ସଂସ୍କରଣ ତୁଳନାରେ ଦୁଇଗୁଣାରୁ ଅଧିକ । ୨୦୨୩ରେ ଭାରତ ବିପକ୍ଷ ଫାଇନାଲ ଜିତି ଅଷ୍ଟ୍ରେଲିଆ ୧.୬ ନିୟୁତ ଡଲାର ପାଇଥିଲା ।…

ନୀରଜଙ୍କ ଐତିହାସିକ ‌ଜାଭଲିନ୍ ଥ୍ରୋ: ପ୍ରଥମ ଥର ୯୦+

ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଜାଭଲିନ୍ ଷ୍ଟାର ନୀରଜ ଚୋପ୍ରା ଶୁକ୍ରବାର ତାଙ୍କ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ଥ୍ରୋ ‌ଗୌରବ ଅର୍ଜନ କରିଛନ୍ତି । ପ୍ରଥମ ଥର ପାଇଁ ୯୦+ ମିଟର୍‌ ଅତିକ୍ରମ କରି ଦୀର୍ଘଦିନର ସ୍ବପ୍ନକୁ ସାକାର କରିଛନ୍ତି…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ଘୋଷିତ, ଦଳରେ କିଏ କିଏ ?

ଭାରତୀୟ ମହିଳା କ୍ରିକେଟ ଦଳ ଆସନ୍ତା ମାସ ଇଂଲଣ୍ଡ ଗସ୍ତ କରି ଏକ ସୀମିତ ଓଭର କ୍ରିକେଟ୍ ସିରିଜ ଖେଳିବ । ଉଭୟ ଦଳ ମଧ୍ୟରେ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳାଯିବ । ଉଭୟ ସିରିଜ ପାଇଁ ଆଜି…