Category: ଭୁବନେଶ୍ବର

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା । ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ମୁଖ୍ୟ ଶାସନ…

ଯୋଗାଣ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ସହାୟକଙ୍କ ମୃତ୍ୟୁ

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ । ତେବେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି…

ଓଡ଼ିଶା ରାଜ୍ୟସଭା ଲଢ଼େଇ: ପରିବର୍ତ୍ତିତ ସମୀକରଣ ଓ ପାୱାର ଗେମ୍‌

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ସ୍ୱାଗତ। ଓଡ଼ିଶା ରାଜନୀତିରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିଷୟରେ ଏକ ସ୍ୱତନ୍ତ୍ର ରିପୋର୍ଟ: ​ଓଡ଼ିଶା ରାଜ୍ୟସଭା ଲଢ଼େଇ: ପରିବର୍ତ୍ତିତ ସମୀକରଣ ଓ ପାୱାର ଗେମ୍‌ ​ଓଡ଼ିଶା ବିଧାନସଭା…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ମୋର ନମସ୍କାର। ଆଜି ଶୁକ୍ରବାର, ୩୦ ଜାନୁୟାରୀ ୨୦୨୬ ପାଇଁ ଆପଣଙ୍କର ଦୈନିକ ରାଶିଫଳ ନିମ୍ନରେ ପ୍ରଦାନ କରାଗଲା: ​♈ ମେଷ (Aries) ​ଆଜି ଆପଣଙ୍କ ପାଇଁ ଏକ ସକରାତ୍ମକ ଦିନ ରହିବ। କର୍ମକ୍ଷେତ୍ରରେ…

‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଷଷ୍ଠ ରାଜ୍ୟ ଅର୍ଥ କମିଶନର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି, ଯାହା ରାଜ୍ୟ ଅର୍ଥ କମିଶନ…

ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:ରାସନକାର୍ଡର ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯେଉଁ ରାସନକାର୍ଡ ଉପଭୋକ୍ତା ମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଉଥିବେ ତାଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ହେବା ନେଇ ଚେତାବନୀ…

ଭେଣ୍ଡିଂ ଜୋନ୍‌ରେ ଗୁଟ୍‌ଖା ମନା, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ଓମଫେଡ୍ ପାର୍ଲର, ଭେଣ୍ଡିଂ ଜୋନ୍‌ରେ ଏବେଠୁ ଗୁଟ୍‌ଖା ମନା । ସରକାରଙ୍କ ନିର୍ଦ୍ଦେଶ ପରେ ନୂଆ କଟକଣା ଜାରି କରିଛି ବିଏମିସି । ଖାସ୍ କରି ରାଜ୍ୟରେ ଗୁଟ୍ଖା ବିକ୍ରି କଟକଣା ଲାଗୁ ପରେ ତତ୍ପରତା ପ୍ରକାଶ ପାଇଛି । ମେୟରଙ୍କ…

ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ

ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ଓଡ଼ିଶା ସରକାର ଅଙ୍ଗନୱାଡିରେ ପିଲାମାନଙ୍କ ପାଇଁ ୟୁନିଫର୍ମ ଏବଂ ଜୋତା ପାଇଁ ପାଣ୍ଠି ବୃଦ୍ଧି କରିଛନ୍ତି । ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ହେଲା ୧୭୫ ଟଙ୍କା ହୋଇଥିବା ବେଳେ ବାଳିକାଙ୍କ…

ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା କଳିଙ୍ଗ ଲାନ୍ସର୍ସ

ଭୁବନେଶ୍ୱର: ପୁଣି କଳିଙ୍ଗ ଲାନ୍ସର୍ସ ହେଲା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ଫାଇନାଲ୍ ମ୍ୟାଚରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇ କଳିଙ୍ଗ ଲାନ୍ସର୍ସ ବିଜେତା ହେଇଛି । ଦ୍ଵିତୀୟ ଥର…

ଆଜିଠୁ ଆରମ୍ଭ ଓଜେଇଇ ଆବେଦନ, ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ

ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ପାଇଁ ପଞ୍ଜୀକରଣ ଆରମ୍ଭ । OJEE -୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ । ମେ ୪ରୁ ୯ ଯାଏ ପରୀକ୍ଷା ହେବ । ଏସବୁ ପରୀକ୍ଷା…