Category: Crime

ବିଜେପି ନେତାଙ୍କ ଦୁଇ ଭାଇ ଏବଂ ଭଣଜାକୁ ଗୁଳିମାଡ

ନୁଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଏକ ତ୍ରିପଲ୍ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖୁର୍ଜାର ସୁଭାଷ ମାର୍ଗରେ ଥିବା ଆରଜେଏସ୍‌ ଫିଟନେସ୍ ଜିମ୍‌ରେ ଜଣେ କାଉନସିଲରଙ୍କ ଭାଇ ଏବଂ ଜଣେ ଯୁବକ ତାଙ୍କ ଜନ୍ମଦିନ ପାଳନ କରୁଥିବାବେଳେ ବିବାଦ ଦେଖାଦେଇଥିଲା…

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ସଦାନନ୍ଦ ପ୍ରଧାନ ଏବଂ ବର୍ତ୍ତମାନ ନୟାଗଡ଼ ଜିଲା ଦଶପଲାସ୍ଥିତ ବୃତାଙ୍ଗ ଜଳସେଚନ ପ୍ରକଳ୍ପର ସହକାରୀ…

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ ବାଲିଗୁଡା, ତା, ୨୩/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ଲାଇନପଡା ଫାଣ୍ଡି କୁସୁମେଣ୍ଡି ଗ୍ରାମପଞ୍ଚାୟତର ବୁଡ଼େଡି ଠାରେ ଚଳିତ ମାସ…

ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ

ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ ବାଲିଗୁଡା, ତା,୨୩/୦୪: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପୋଲିସ ଜଣେ ପୁରୁଣା ଚୋରି କେସରେ ଅଭିଯୁକ୍ତକୁ ଗିରଫ କରି ଫୁଲବାଣୀ ଏସଡିଜେଏମ…

ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୨ ପୁଅ ସହ ବାପା ଗିରଫ

ଢେଙ୍କାନାଳ: ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୨ ପୁଅ ସହ ବାପାକୁ ଗିରଫ କରି ଜେଲ୍‌ ପଠାଇଲା ପୋଲିସ। ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠାଇଲା କାମାକ୍ଷାନଗର ପୋଲିସ। ଢେଙ୍କାନାଳ ଜିଲ୍ଲା ଅନନ୍ତପୁର ସାହିରେ ଜନଗଣନା କର୍ମଚାରୀଙ୍କୁ ଆକ୍ରମର ହୋଇଥିଲା।…

ବାହାଘର ପ୍ରସେସନରେ ବେଳେ ବାଣ ବଦଳରେ ଗୁଳି : ଦୁଇ ଗୁରୁତର

ବାହାଘର ବରଯାତ୍ରୀରେ ଗୁଳିକାଣ୍ଡ ଘଟି 2ଜଣ ଗୁରୁତର ହୋଇଛନ୍ତି । ଅନୁଗୁଳ ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଏପରି ଏକ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ମନୋମୁଣ୍ଡା ଅଞ୍ଚଳରୁ ବରଯାତ୍ରୀ ଦଳ ବେଲପୁଞ୍ଜି ଆସିଥିଲେ । ତେବେ…

ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ, ୨ କୋଟି ଦିଅ ସ୍ବାମୀକୁ ନିଅ

ଭୁବନେଶ୍ବର: ୨ କୋଟି ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ । ଗୋପାଳପୁର ଥାନା ସତ୍ୟନାରାୟଣପୁର ଗାଁରୁ ଆସିଛି ଏପରି ଅଭିଯୋଗ । ଗାଁର ସୁଧୀର ପାତ୍ରଙ୍କୁ ଗତ ଚାରିଦିନ ହେବ ନିଖୋଜ ଅଛନ୍ତି । ଏହା ମଧ୍ୟରେ ଅପହରଣକାରୀ ୨କୋଟି ଟଙ୍କା…

ପୋଲିସ ପାଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ : ୩ ଜଣ ଗିରଫ

ପୋଲିସ ପାଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ : ୩ ଜଣ ଗିରଫ ବାଲିଗୁଡା, ତା, ୧୭/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ସହ ପୋଲିସ…

ବଡ଼ ଧରଣର ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ: ୮.୪୭ ଲକ୍ଷର ଫେକ୍ ନୋଟ୍ ସହ ଦୁର୍ବୃତ୍ତ କାବୁ

ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଛକରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଛି। ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଥିବା ସୂଚନା। କାର୍‌ ଯାଞ୍ଚ ବେଳେ ଜବତ କରି ୨ ଜଣଙ୍କୁ…

ସୁନାସଫେଇ କରିଦେବା କହି ସୁନାଚେନ୍ ନେଇ,ଦୁଇ ଦୁର୍ବୃତ୍ତ ଫେରାର

ସୁନାସଫେଇ କରିଦେବା କହି ସୁନାଚେନ୍ ନେଇ,ଦୁଇ ଦୁର୍ବୃତ୍ତ ଫେରାର କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆ ବରହମପୁର ଗାଁରେ ଠକେଇର ଏକ ଅଭିନବ ଘଟଣା ସାମ୍ନାକୁ ଆସିଛି। ସୁନା ସଫା କରିଦେବା ଆଳରେ ଦୁଇ ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଠକି…