Category: Crime

ଉଦୟପୁର ଜି ପି ର ପାନୀୟ ଜଳ ଯୋଗାଣର ମେସିନ ର ପାଇପ କୁ କେଓଁ ଅସାମିଯିକ ଲୋକ କାଟିଦେଇଛନ୍ତି ପିଇବା ପାଣି ପାଇଁ ଡହଳ ବିକଳ

ଉଦୟପୁର ଜି ପି ର ପାନୀୟ ଜଳ ଯୋଗାଣର ମେସିନ ର ପାଇପ କୁ କେଓଁ ଅସାମିଯିକ ଲୋକ କାଟିଦେଇଛନ୍ତି ଯାହାଦ୍ବାରା ଗାଁ ଲୋକମାନେ ପିଇବା ପାଣି ପାଇ ପାରୁନାହାନ୍ତି ସେଥୂପାଇଁ ଲୋକେ ଥାନାର ଦ୍ବାରସୁ ହେବାପାଇଁ ମନ କରିଛନ୍ତି ପଞ୍ଚାୟତର…

ଅଗଷ୍ଟ ୧ରୁ ଆରମ୍ଭ ହୋଇଛି, ଆସନ୍ତା ୧୪ ପର୍ଯ୍ୟନ୍ତ ଜାରି ରହିବ’ ଅପରେସନ ଗରୁଡ

ଅପରେସନ୍‌ ‘ଗରୁଡ଼’ ନେଇ ଅତିରିକ୍ତ ଡିଜି (ଆଇନଶୃଙ୍ଖଳା)ଙ୍କ ସୂଚନା ।ଅପରାଧ ଓ ଅପରାଧୀଙ୍କ ଉପରେ ରୋକ୍‌ ଲଗାଇବାକୁ ଡିଜିପିଙ୍କ ନିର୍ଦ୍ଦେଶ ରହିଛି’ । ଅଗଷ୍ଟ ୧ରୁ ଆରମ୍ଭ ହୋଇଛି, ଆସନ୍ତା ୧୪ ପର୍ଯ୍ୟନ୍ତ ଜାରି ରହିବ’ । ମୁଖ୍ୟତଃ ଜାମିନ ବିହୀନ…

ଖଣିପରେ କେନ୍ଦୁଝର ଜିଲ୍ଲା ଏବେ ଧଳାଯହର କାରବାରୀଙ୍କ ଆଡ୍ଡା ପାଲଟିଛି

ଖଣିପରେ କେନ୍ଦୁଝର ଜିଲ୍ଲା ଏବେ ଧଳାଯହର କାରବାରୀଙ୍କ ଆଡ୍ଡା ପାଲଟିଛି। ବିଗତ ଦିନରେ କେନ୍ଦୁଝର ଜିଲ୍ଲା ଖଣି ମାଫିଆ ମାନଙ୍କ କବଜ୍ଜା ରେ ଥିବା ବେଳେ ଏବେ ଏହାର କବଜ୍ଜା ନିଶା ଦ୍ରବ୍ୟ କାରବାରୀ ଙ୍କ କବଜ୍ଜା ଥିବା ପରି ମନେହୁଏ।…

ଗଣ୍ଡଗୋଳକୁ ୨୪ଘଂଟା ପୂରଣ ହୋଇଥିଲେ ମଧ୍ୟ ପୋଲିସ୍ ହାତଖାଲି

ଗଣ୍ଡଗୋଳକୁ ୨୪ଘଂଟା ପୂରଣ ହୋଇଥିଲେ ମଧ୍ୟ ପୋଲିସ୍ ହାତଖାଲି ତାଳଚେର, ୦୯/୦୮ ଗତକାଲି ତାଳଚେର ପୌରପରିଷଦ ବାପୁଜୀ ନଗରର ରିକେନ ନାଏକ ନାମକ ଏକ ଯୁବକ ସେହି ନିକଟରେ ôଥିବା ଧର୍ମେନ୍ଦ୍ର ବେହେରାଙ୍କ ଦୋକାନକୁ ଆସି ସିଗାରେଟ ପିଇବାକୁ ଦିଆସିଲ ମାଗିଥିଲା…

ଡ଼କାୟତ ଯୋଜନା ପଣ୍ଡ : ୨ଗିରଫ

ଡ଼କାୟତ ଯୋଜନା ପଣ୍ଡ : ୨ଗିରଫ ତାଳଚେର, ୦୯/୦୮ ଗତକାଲି ୫ରୁ ୬ଜଣ ଦୃର୍ବୁତ ମାରଣାସ୍ତ୍ର ରଖି ତାଳଚେର ଥାନା ଅନ୍ତର୍ଗତ ସ୍କଟଲ୍ୟାଣ୍ଡପୁର ଜଙ୍ଗଲରେ ବସି ଡ଼କାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ତାଳଚେର ଥାନା ଅଧିକାରୀ ଖବର ପାଇଁ…

ସାମାନ୍ୟ ବଚସାରୁ ମୋବାଇଲ୍ ଦୋକାନୀକୁ ଆକ୍ରମଣ, ଦୋକାନୀ ମୃତ

ସାମାନ୍ୟ ବଚସାରୁ ମୋବାଇଲ୍ ଦୋକାନୀକୁ ଆକ୍ରମଣ, ଦୋକାନୀ ମୃତ ସାମାନ୍ୟ ବଚସାରୁ ମୋବାଇଲ୍ ଦୋକାନୀ କୁ ଆକ୍ରମଣ, ଆକ୍ରମଣ ରେ ଦୋକାନୀ ମୃତ। ଏହିଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯେlଡା ଥାନା ଅନ୍ତର୍ଗତ ରେ। ସୂଚନା ଅନୁଯାୟୀ ଯୋଡ଼ା…

ଅନୁଗୋଳରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର

ଅନୁଗୋଳ,୭।୮: ଓଡ଼ିଶାରେ ମହିଳା ଓ ଝିଅମାନଙ୍କ ଉପରେ ଯୌନ ଆକ୍ରମଣର ଘଟଣା ଜାରି ରହିଥିବା ବେଳେ ଅନୁଗୋଳ ଜିଲାର ବାଗଡ଼ିଆ ଥାନା ଅଧୀନରେ ଜଣେ ଆଦିବାସୀ ମହିଳାଙ୍କୁ ତିନି ଅଜଣା ଯୁବକ ଦ୍ୱାରା ସାମୂହିକ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ…

୮କେଜି ଗଞ୍ଜେଇ ଜବତ ଦୁଇ ଗିରଫ

୮କେଜି ଗଞ୍ଜେଇ ଜବତ ଦୁଇ ଗିରଫତାଳଚେର, ୦୫/୦୮ ଆଜି ତାଳଚେର ଅବକାରୀ ବିଭାଗ ପକ୍ଷରୁ ପୃତକ ପୃଥକ ଭାବେ ଚଢ଼ାଉ କରାଯାଇ ଆଠମଲ୍ଳୀକ ଅଂଚଳର ବୁଦ୍ଧୁ ବେହେରା (୨୩) ତାଳଚେର ବସଷ୍ଟାଣ୍ଡ ନିକଟରୁ ୪କେଜି ଶହେ ଗ୍ରାମ ଗଞ୍ଜେଇ ଜବତ କରିଥିବା…

କଟକ ଗୁଳିକାଣ୍ଡ କୁ ନେଇ କଟକ ଡିସିପିଙ୍କ ସାମ୍ବାଦିକ ସମ୍ମିଳନୀ ଖଟିରେ ଚୋରା ବନ୍ଧୁକ ଦେଖାଉଥିବା ବେଳେ ଫୁଟିଥିଲା ଗୁଳି

କଟକ ଗୁଳିକାଣ୍ଡ କୁ ନେଇ କଟକ ଡିସିପିଙ୍କ ସାମ୍ବାଦିକ ସମ୍ମିଳନୀ ଡେମୋ ଦେଖାଉ ଦେଖାଉ ଢୋ । କଟକ ନୂଆବଜାର ଜଣେ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପର୍ଦାଫାସ । କେହି ଗୁଳି ମାଡ଼ କରି ନ ଥିଲେ ବରଂ ଖଟିରେ ଚୋରା…

ଅପହୃତ ୭ବର୍ଷ ନାବାଳକ ଉଦ୍ଧାର ୨ଗିରଫ

ଅପହୃତ ୭ବର୍ଷ ନାବାଳକ ଉଦ୍ଧାର ୨ଗିରଫ ତାଳଚେର, ୦୩/୦୮ ଗତ ୦୨/୦୮/୨୦୨୫ ରିଖ ଦିନ ତାଳଚେର ଥାନା ଅନ୍ତର୍ଗତ ମହାଦେବ ବିହାର ଅଂଚଳରୁ ଅଜଣା ଦୃର୍ବୁତ ଜଣେ ୭ବର୍ଷ ନାବାଳକକୁ ବଳପୂର୍ବକ ଅପହରଣ କରି ନେଇ ଯାଇଥିଲେ । ଅଭିଯୋଗ କାରିଣୀ…