Category: Latest News

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା

ଭୂବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଅତିପ୍ରିୟ ପଖାଳ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଘିଅ ପଖାଳ, ଦହି ପଖାଳ ଆଦି ଲାଗି ହୋଇଥାଏ । ତେବେ ଆଜି…

ଓଡ଼ିଶାର ମୁଖ୍ୟ ମହାଡାକପାଳ ହେଲେ ନିର୍ମଳଜିତ ସିଂ

ଭୂବନେଶ୍ୱର: ଓଡ଼ିଶାର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତି ହେଲେ ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ ନିର୍ମଳଜିତ ସିଂ । ସେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ସିଂଙ୍କର ଭାରତୀୟ…

ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର

ଭୂବନେଶ୍ୱର: ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ପରେ ଗିରଫ କରିଛି ଇନଫୋସିଟି ଥାନା। ଶିବ ତାଣ୍ଡବ ଗୀତକୁ ନେଇ ହୋଇଥିଲା ଅଭିଯୋଗ। ଧମକ ଦେଇ ଦର୍ଶକଙ୍କୁ ଭୟଭୀତ କରୁଥିଲେ ବୋଲି ସୋସିଆଲ ମିଡିଆରେ…

ଚାଉଳ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

ବୌଦ୍ଧ: ଚାଉଳ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ। ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ମାଡ଼ି ବସିଲା ପୋଲିସ। ଟ୍ରକ୍‌ରୁ ଜବତ ହେଲା ୧୨ କ୍ଵିଣ୍ଟାଲ ଗଞ୍ଜେଇ। ଗାଡ଼ି ସହିତ ୨ ଜଣଙ୍କୁ ଗିରଫ କଲା ଘଣ୍ଟାପଡ଼ା ପୋଲିସ। ବୌଦ୍ଧ ଜିଲ୍ଲା…

ମାନିଲେନି ବାଚସ୍ପତିଙ୍କ କଥା, ବିଧାନସଭା ଭିତରେ ବଜାଇଲେ ହୁଇସିଲ

ଭୂବନେଶ୍ୱର: ବିଧାନସଭା ଭିତରେ ବାଜିଲା ହୁଇସିଲ୍। ବାଚସ୍ପତିଙ୍କ ବାରଣ ସତ୍ତ୍ୱେ ମାନିଲେନି ବିରୋଧୀ ବିଧାୟକ। ନିରନ୍ତର ନାରାବାଜି ଶାହ ଗୃହ ଭିତରେ ବଜେଇଲେ ହୁଇସିଲ୍। ଏବେ ବିଧାନସଭାରେ ବଜେଟ୍ ଅଧିବେଶନ ଚାଲି ଥିବା ବେଳେ ଆଜି ଗୃହ ଆରମ୍ଭରୁ କିଛି ଏପରି…

ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆଇଟି ରେଡ୍

ଅନୁଗୋଳ: ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ଧରଣର ଆୟକର ଚଢ଼ାଉ। ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ ହୋଇଛି। ଅନୁଗୋଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍। ଆୟକର ଫାଙ୍କିବା ନେଇ ଚଢ଼ାଉ…

ଦାଦନ୍ ଶ୍ରମିକଙ୍କ ଦୁଃଖ କାହାଣୀ

*ଦାଦନ୍ ଶ୍ରମିକଙ୍କ ଦୁଃଖ କାହାଣୀ* *ଓଡିଶାର କୋଣ ଅନୁକୋଣରୁ ଗରିବ ନିରିହ ଲୋକମାନେ ନିଜର ପେଟ ପାଟଣା ପାଇଁ ଓ ଦୁଇ ପଇସା ଅଧିକ ମିଲିଲେ କିଛି ଗୋଟେ କାର୍ଯ୍ୟରେ ଲାଗିବ ବୋଲି ଘରୁ ଦାଦନ ଖଟିବାକୁ ବାହାରକୁ ଯାଇଥାନ୍ତି ସତ…

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ଅନୁଗୁଳ, ୧୯ ମାର୍ଚ୍ଚ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳରେ ବିଶେଷ କରି ଜେଏସପିର ପାଶ୍ୱର୍ବର୍ତ୍ତୀ ଗାଁ ଗୁଡ଼ିକରେ ଚକ୍ଷୁ ସ୍ୱାସ୍ଥ୍ୟର…

ଜାତୀୟ ରାଜପଥ ୫୨୦ରେ ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ଭୁଜାଲିମାରି ଲୁଟିଲେ ପାଞ୍ଚହଜାର

ଜାତୀୟ ରାଜପଥ ୫୨୦ରେ ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ଭୁଜାଲିମାରି ଲୁଟିଲେ ପାଞ୍ଚହଜାର।୫୨୦ ନମ୍ବର୍ ଜାତୀୟ ରାଜପଥ ରୋଇଡା ମାଇନ୍ସ ନିକଟରେ ଡ୍ରାଇଭର କୁ ରାଜପଥ ଲୁଟେରା ଙ୍କ ଭୁଜାଲି ମାଡ଼, ଡ୍ରାଇଭର ଗୁରୁତର, ସୂଚନା ଅନୁଯାୟୀ ଆଜି ଭୋର୍ ପ୍ରାୟ ଛଅ…

ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଭୋଟର ପରିଚୟପତ୍ରରେ ହେବ ଆଧାର ଲିଙ୍କ୍

ଆଧାର ଏବଂ ଭୋଟର ଆଇଡି (ଇପିଆଇସି) ଲିଙ୍କ୍ କରିବାର ରାସ୍ତା ପରିଷ୍କାର ହୋଇଯାଇଛି । ମଙ୍ଗଳବାର ଦିନ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, ଦେଶର ନିର୍ବାଚନ କମିଶନ ଦୁଇଟିକୁ ଲିଙ୍କ କରିବାକୁ ଅନୁମତି ଦେଇଛନ୍ତି । ଏ ସମ୍ପର୍କରେ ଏକ ବିବୃତ୍ତିରେ…

You missed