Category: National

ଓଡିଶା ଗସ୍ତରେ ରାହୁଲ ଗାନ୍ଧୀ, ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ କରିବେ ରୋଡ୍ ସୋ’

ଭୂବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ଭୁବନେଶ୍ବରରେ କଂଗ୍ରେସର ମହାସମାବେଶରେ ଯୋଗ ଦେବେ। ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ରାହୁଲ ଗାନ୍ଧୀ। ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି କଂଗ୍ରେସର ମହାସମାବେଶ।ରାହୁଲ ଗାନ୍ଧୀଙ୍କୁ ସ୍ବାଗତ ପାଇଁ…

ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା

ନୁଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା। ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା। ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ। ସକାଳ ୯ଟା ୪ରେ ୧୦ ସେକେଣ୍ଡ ପାଇଁ ଭୂକମ୍ପ। ରିକ୍ଟର୍‌ ସ୍କେଲ୍‌ରେ ତୀବ୍ରତା ୪.୧ ରେକର୍ଡ ଥିବା…

୧୧ରେ ଓଡ଼ିଶା ଆସିବେ ରାହୁଲ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ

ଆସନ୍ତା 11 ତାରିଖରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ହେବ କଂଗ୍ରେସର ସମାବେଶ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଯୋଗ ଦେବେ ଲୋକସଭାର ବିରୋଧି ଦଳ ନେତା ରାହୁଲ…

ଗୁଜୁରାଟ ପୋଲ ଭୁଶୁଡ଼ିବା ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା

ମଝି ନଈରେ ପୋଲ ଭୁଶୁଡ଼ି ପଡିବା ଘଟଣା । ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ପୋଲ ଭାଙ୍ଗିଯିବା ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ପ୍ରାଥମିକ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଇତିମଧ୍ୟରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ମୋଷ୍ଟ ଆନସିଣ୍ଟ ୱେଲୱିଟସ୍ଚିଆ ମିରାବିଲିସ୍’ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ୧୯୯୫ରେ ବିଶିଷ୍ଟ ସେବା ଏବଂ ନେତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ପ୍ରତିଷ୍ଠା କରାଯାଇଥିଲା। ଏହି…

ସମସ୍ତ ଲେଭଲ୍ କ୍ରସିଂ ଗେଟରେ ଲାଗିବ ସିସି କ୍ୟାମେରା ଓ ରେକର୍ଡିଂ ସିଷ୍ଟମ୍ !

ନୁଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ବୋର୍ଡର ଅଧ୍ୟକ୍ଷ ଏବଂ ବୋର୍ଡର ସଦସ୍ୟ ଏବଂ ଜୋନାଲ ରେଳବାଇର ମହାପ୍ରବନ୍ଧକମାନଙ୍କ ସହିତ ଲେଭଲ୍ କ୍ରସିଂ ଗେଟ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ। ତାଙ୍କ ପିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ, ବ୍ୟକ୍ତିଗତ ଶୋକ…

୧୫ ଜଣଙ୍କୁ ପଛରେ ପକାଇ ୬ ନମ୍ବରକୁ ଡେଇଁଲେ ଟିମ୍ ଇଣ୍ଡିଆ ଅଧିନାୟକ ଶୁବମନ ଗିଲ୍

ନୂଆଦିଲ୍ଲୀ -ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦମଦାର ପାରିର ଲାଭ ମିଳିଛି ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କୁ । ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ଗିଲ୍ । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାକିଂରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ରାଜିଲର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ, ୦୯/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ରାଜିଲର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କଲାର୍ ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍’ ପ୍ରଦାନ କରାଯାଇଛି । ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା…

ନିର୍ବାଚନ ପୂର୍ବରୁ ନୀତିଶଙ୍କ ମାଷ୍ଟରଷ୍ଟ୍ରୋକ୍: ସରକାରୀ ଚାକିରିରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଘୋଷଣା

ପାଟନା: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବକୁ ମଞ୍ଜୁରୀ…

ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି, ଶ୍ରାବଣରେ ବିକ୍ରି ହେବ ନାହିଁ ମାଛ ଓ ମାଂସ

ଆସୁଛି ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ମାସ । ୧୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଶ୍ରାବଣ ମାସ । ପାଣି ଭାର ନେବା ପାଇଁ ପ୍ରସ୍ତୁତ ହେଲେଣି କାଉଡିଆ । ଶିବ ଭକ୍ତଙ୍କ କାଉଡିଆ ଯାତ୍ରା କିପରି…