Category: National

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

ନୂଆଦିଲ୍ଲୀ: ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମୃଦ୍ଧ ଓ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭାରତୀ ଏୟାରଟେଲ୍ ଫାଉଣ୍ଡେସନର ଏକ ଅଭିନବ ପ୍ରୟାସ ‘ଦ ଟିଚର୍…

“ଜାଣନ୍ତୁ ଆମ ରୋଷେଇ ଘରର ‘ଧଳା ସୁନା’ ଲୁଣ ବିଷୟରେ କିଛି ଅଜଣା ତଥ୍ୟ”

ଜାଗ୍ରତ ଭାରତ ନ୍ୟୂଜ୍ ତତଫରୁ ସମସ୍ତ ପାଠକ ମାନଙ୍କୁ ସ୍ଵାଗତ। ‘ଲୁଣ’ (Salt) ଉପରେ ଏକ ସ୍ଵତନ୍ତ୍ର ଏବଂ ତଥ୍ୟଭିତ୍ତିକ ଆଲେଖ୍ୟ ନିମ୍ନରେ ପ୍ରସ୍ତୁତ କରାଗଲା: ​ଲୁଣ: ଜୀବନର ସ୍ଵାଦ ଓ ଶରୀରର ଆବଶ୍ୟକତା ​ସ୍ଵତନ୍ତ୍ର ପ୍ରତିବେଦନ: ଆମ ରୋଷେଇ ଘରର…

ବଦଳିଗଲା କେରଳର ନାଁ, ମଞ୍ଜୁରୀ ଦେଲେ ମୋଦି କ୍ୟାବିନେଟ

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ବଦଳାଇ ‘କେରଳମ୍’ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେତେବେଳେ ଭାଷା ଆଧାରରେ ରାଜ୍ୟର ନିର୍ମାଣ ହୋଇଥିଲା, ସେବେଠାରୁ କେରଳ ନାଁ କେରଳମ ହେବା ପାଇଁ ଦାବି ହୋଇଆସୁଛି । ଆଉ…

ରୟାଲ ୱେଡିଂ ପାଇଁ ଉଦୟପୁରରେ ପହଞ୍ଚିଲେ ରଶ୍ମିକା-ବିଜୟ, ୨୬ ଫେବ୍ରୁଆରୀରେ ପଡ଼ିବ ହାତଗଣ୍ଠି

ମୁମ୍ବାଇ : ସାଉଥ ସିନେମାର ଚର୍ଚ୍ଚିତ ଷ୍ଟାର ରଶ୍ମିକା ମନ୍ଧାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହକୁ ନେଇ ଚର୍ଚ୍ଚା । ଉଦୟପୁରରେ ପହଞ୍ଚିଛନ୍ତି ରଶ୍ମିକା ଓ ବିଜୟ । ୨୬ ଫେବ୍ରୁଆରୀରେ VIROSHଙ୍କ ଗ୍ରାଣ୍ଡ୍ ୱେଡିଂ । ଉଦୟପୁରରେ ‘VIROSH’ କ୍ରେଜ୍।…

ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ, ଖଲିସ୍ତାନୀ ଗ୍ରୁପ ନାମରେ ଆସିଲା ଧମକପୂର୍ଣ୍ଣ ଇମେଲ

ନୁଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି । ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟ ପରିସର ଭିତରେ ସନ୍ଧାନ କରାଯାଉଛି । ଖଲିସ୍ତାନୀ…

ପୂର୍ବ ଭାରତରେ ବିଦ୍ୟୁତ୍ ପକଳ୍ପର ସମୀକ୍ଷା କଲେ ଗୌତମ ଆଦାନୀ , ପୁଣି ଦେହରାଇଲେ ତାଙ୍କର ଜନ କଲ୍ୟାଣ ପ୍ରତିବଦ୍ଧତାକୁ

ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ରବିବାର ତାଙ୍କର ଦିନିକିଆ ଝାଡ଼ଖଣ୍ଡ ଏବଂ ବିହାର ଗସ୍ତ ସମୟରେ ପ୍ରମୁଖ ପାୱାର ପ୍ରୋଜେକ୍ଟଗୁଡ଼ିକ ଯାଞ୍ଚ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପୂର୍ବ ଭାରତରେ ଆଦାନୀ ଗ୍ରୁପର ବଢ଼ୁଥିବା ଉପସ୍ଥିତିକୁ ପ୍ରତିଫଳିତ କରେ, ଯାହା ଖଣିଜ…

ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ମାର୍ଗଦର୍ଶିକା ଜାରି

ନୁଆଦିଲ୍ଲୀ: ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ ତେହେରାନରେ ଥିବା ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ କଡ଼ା ପରାମର୍ଶ ଦେଇଛି। X ରେ ଜାରି କରାଯାଇଥିବା ଏକ ମାର୍ଗଦର୍ଶିକାରେ ଦୂତାବାସ କହିଛି…

ମେକ୍ସିକୋରେ ଉତ୍ତେଜନା,ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଆଡ୍‌ଭାଇଜାରି

ମେକ୍ସିକୋରେ ଉତ୍ତେଜନା, ପୋଡ଼ାଜଳା ଓ ହିଂସା। ମେକ୍ସିକୋର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ଏଲ୍ ମେଞ୍ଚୋଙ୍କ ମୃତ୍ୟୁ ପରେ ରାଜ୍ୟର ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଆଡ୍‌ଭାଇଜାରି ଜାରି ହୋଇଛି । ମେକ୍ସିକୋରେ…

ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ପ୍ରଥମ ପରାଜୟ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର ୮ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସେମାନଙ୍କର ୨୦ ଓଭରରେ ୧୮୭/୭ ସ୍କୋର କରିଛି। ଦଳ ମାତ୍ର ୨୦…

ଓଡିଶାର ଯୁବ ଚାଷୀ ହିରୋଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତର ୧୩୧ତମ ଏପିସୋଡ୍‌ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ସେ ଓଡ଼ିଶାର ଜଣେ ଯୁବ ଚାଷୀ ହିରୋଦ ପଟେଲଙ୍କ କାହାଣୀ ବାଣ୍ଟିଛନ୍ତି। ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବାପା…