Category: ଅନୁଗୋଳ

ଅଚାନକ ବର୍ଷା ସହିତ ତୁହାକୁ ତୁହା ବିଜୁଳି

ଅଚାନକ ବର୍ଷା ସହିତ ତୁହାକୁ ତୁହା ବିଜୁଳିତାଳଚେର, ୦୪/୦୮ ଆଜି ଅପରାହ୍ଣରେ ସମୟରେ ଅଚାନକ ଆକାଶରେ କଳାବାଦ ଢ଼ାଙ୍କି ଆଣି ଅନ୍ଧାର କରିବା ସହିତ ଖୁବ ଯୋରରେ ବର୍ଷା ପକାଇବା ଆରମ୍ଭ କରିଦେଲା । ପ୍ରାୟ ୧ଘଂଟା ୪୪ମିନିଟ୍ ବର୍ଷା ହେବା…

୩ଦିନ ବିତିଯାଇଥିଲେ ମଧ୍ୟ ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ପତା ମିଳିନାହିଁ

୩ଦିନ ବିତିଯାଇଥିଲେ ମଧ୍ୟ ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ପତା ମିଳିନାହିଁତାଳଚେର, ୦୪/୦୮ ତାଳଚେର ବ୍ରାହ୍ମଣୀନଦୀରେ ତିନିଦିନ ପୂର୍ବରୁ ତାଳଚେର ବ୍ଲକ କଙ୍କିଳି ପଂଚାୟତ କାକୁଡ଼ି ଗ୍ରାମର ପଛପାଶ୍ୱର୍ରେ ରହିଥିବା ନଦୀକୁ ୨ଜଣ ଯୁବକ ଗାଧୋଇ ଯାଇଥିଲେ । ଦୁଇଜଣଙ୍କ ମଧ୍ୟରୁ…

ମହିଳାମଣ୍ଡଳ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟଶିବିର ଆୟୋଜନ

ମହିଳାମଣ୍ଡଳ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟଶିବିର ଆୟୋଜନତାଳଚେର, ୦୪/୦୮ ଏମସିଏଲ ହିଙ୍ଗୁଳା ଏରିଆ ପ୍ରତିଭା ମହିଳାମଣ୍ଡଳ ପକ୍ଷରୁ ଏକ ମାଗଣାସ୍ୱସ୍ଥ୍ୟସେବା ଶିବିର କର୍ଣ୍ଣପୁର ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମହିଳା ମଣ୍ଡଳର ସଭାପତି ଅଶ୍ମିତା ଯୋଶୀଙ୍କ ନେତୃତ୍ୱରେ ଏହି ଶିବିରରେ…

ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ

ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ ଜୁନାଗଡ଼, ୦୪/୦୮(ବାଲେଶ୍ୱର ସୁନାନୀ ) ଜୁନାଗଡ଼ ଆର୍.ଏମ୍.ସି. କନଫରେନ୍ସ ହଲ୍‌ରେ ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ଛେଣ୍ଡିପଦାରେ ସ୍ୱାବଲମ୍ବନର ନୂଆ ପଦକ୍ଷେପ: VSSକୁ ମିଳିଲା ହାଇଡ୍ରୋଲିକ୍ ପେପର ପ୍ଲେଟ୍ ମେସିନ୍

ଛେଣ୍ଡିପଦାରେ ସ୍ୱାବଲମ୍ବନର ନୂଆ ପଦକ୍ଷେପ: VSSକୁ ମିଳିଲା ହାଇଡ୍ରୋଲିକ୍ ପେପର ପ୍ଲେଟ୍ ମେସିନ୍ ଅନୁଗୋଳ, ୪ ଅଗଷ୍ଟ: ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଗୋଷ୍ଠୀ ଜୀବିକା ବିକାଶ କାର୍ଯ୍ୟକ୍ରମ…

ମଣିଷ-ହାତୀ ସଂଘର୍ଷ ରୋକିବାକୁ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗର ସମନ୍ୱୟ ବୈଠକ

ମଣିଷ-ହାତୀ ସଂଘର୍ଷ ରୋକିବାକୁ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗର ସମନ୍ୱୟ ବୈଠକ ଅନୁଗୋଳ, ୪ ଅଗଷ୍ଟ: ମଣିଷ-ହାତୀ ସଂଘର୍ଷକୁ ପ୍ରଭାବଶାଳୀ ଭାବେ ପରିଚାଳନା କରିବା ଏବଂ ଜନଜୀବନ ସହ ବନ୍ୟହାତୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ…

ଅନୁଗୋଳ ବନଖଣ୍ଡରେ ବ୍ୟାପକ କମ୍ବିଂ ଅପରେସନ୍, ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ

ଅନୁଗୋଳ ବନଖଣ୍ଡରେ ବ୍ୟାପକ କମ୍ବିଂ ଅପରେସନ୍, ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ ଅନୁଗୋଳ, ୪ ଅଗଷ୍ଟ: ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନୁଗୋଳ ବନଖଣ୍ଡରେ ସୋମବାର ଜୀବେଦୟା କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ରେଞ୍ଜରେ ବ୍ୟାପକ…

ଜରାସିଙ୍ଗା ଗ୍ରାମରୁ ଏସିଆନ୍ ପାମ୍ ସିଭେଟ୍ ଉଦ୍ଧାର, ସୁରକ୍ଷିତ ବନାଞ୍ଚଳରେ ଅବମୁକ୍ତ

ଜରାସିଙ୍ଗା ଗ୍ରାମରୁ ଏସିଆନ୍ ପାମ୍ ସିଭେଟ୍ ଉଦ୍ଧାର, ସୁରକ୍ଷିତ ବନାଞ୍ଚଳରେ ଅବମୁକ୍ତ ଅନୁଗୋଳ, ୪ ଅଗଷ୍ଟ: ଅନୁଗୋଳ ବନଖଣ୍ଡର ରାପିଡ୍ ରେସ୍ପନ୍ସ ଟିମ୍ (RRT)ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ଅନୁଗୋଳ ରେଞ୍ଜ ଅନ୍ତର୍ଗତ ଜରାସିଙ୍ଗା ଗ୍ରାମରୁ ଏକ ଏସିଆନ୍ ପାମ୍ ସିଭେଟ୍‌କୁ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ – ଆଜିର ରାଶିଫଳ (୪ ଅଗଷ୍ଟ ୨୦୨୬, ମଙ୍ଗଳବାର) ♈ ମେଷ ଶୁଭ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ଶୁଭ ସଂଖ୍ୟା: ୯ ଶୁଭ ରଙ୍ଗ: ଲାଲ ଶୁଭ ସମୟ: ସକାଳ…

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି । ଅନୁଗୋଳ,ତା.୦୩.୦୮:- ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ…