Category: ନୂଆଦିଲ୍ଲୀ

ମାର୍କ କାର୍ନି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡାର ଶାସକ ଲିବରାଲ ପାର୍ଟି ବ୍ୟାଙ୍କ ଅଫ୍ କାନାଡା ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ଣ୍ଣିଂଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରିଛି। ସେ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ। ଏହି ନିଷ୍ପତ୍ତି ଏପରି…

ICC Champions Trophy 2025: ପିଚ୍‌କୁ ନେଇ ଆସିଲା ବଡ଼ ଖବର, କେମିତି ରହିବ ଭାରତ ବନାମ ନ୍ୟୁଜିଲାଣ୍ଡ

୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଖେଳାଳି ଏବଂ ଦଳଗୁଡ଼ିକର ପ୍ରଦର୍ଶନ ଅପେକ୍ଷା, ଭାରତକୁ କେବଳ ଦୁବାଇରେ ସମସ୍ତ ମ୍ୟାଚ ଖେଳିବାର ସୁବିଧା ମିଳିଥିବା ବିଷୟରେ ଅଧିକ ଆଲୋଚନା ହେଉଛି। ସମସ୍ତେ କହୁଛନ୍ତି ଯେ ସମାନ ଗ୍ରାଉଣ୍ଡ ଏବଂ ସମାନ ପ୍ରକାରର ପିଚରେ ଖେଳିବା…

ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ – ଆଜି ବିଶ୍ୱ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତୀକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତାପାଇଁ ସେଲିବ୍ରେଟ କରିବା ପାଇଁ ମହିଳା…

ଦୁବାଇରୁ ୧୪.୮ କିଲୋ ସୁନା ଲୁଚାଇ ଆଣି ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଗିରଫ କରାଯାଇଛି । ସୁନା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ତଲାସି ସମୟରେ ତାଙ୍କ ନିକଟରୁ ୧୪.୮ କିଲୋ…

ଲିଙ୍ଗ କେବଳ ଦୁଇଟି.ପୁରୁଷ-ମହିଳା’ କହି, ତୃତୀୟ ଲିଙ୍ଗକୁ ବ୍ୟାନ୍ କଲେ ଟ୍ରମ୍ପ

ନୁଆଦିଲ୍ଲୀ: ଆଜି ଆମେରିକା ସଂସଦରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଗକୁ ଆମେରିକାର ଆଭିମୁଖ୍ୟ କ’ଣ ହେବ, ସେନେଇ ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ପ୍ରଥମ ଭାଷଣରେ ରାଷ୍ଟ୍ରପତି…

ହିମାନୀ ନରୱାଲ କିଏ? ବନ୍ଦ ସୁଟକେସରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ନିର୍ମମ ଭାବେ ହତ୍ୟା କରିବା ଘଟଣା ହରିୟାଣାରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶୁକ୍ରବାର ରୋହତକର ସାମ୍ପଲା ବସ୍ ଷ୍ଟାଣ୍ଡ ନିକଟରେ ତାଙ୍କ ମୃତଦେହ ଏକ ସୁଟକେସ୍‌ରୁ ମିଳିଥିଲା। ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ…

ସରକାର ପାସପୋର୍ଟର ନିୟମରେ କଲେ ଏହି ପରିବର୍ତ୍ତନ .

ନୂଆଦିଲ୍ଲୀ: ପାସପୋର୍ଟ ବିଦେଶଯାତ୍ରା ନିମନ୍ତେ ସବୁଠୁ ଜରୁରୀ । ଏହି ଡକ୍ୟୁମେଣ୍ଟ ଦ୍ବାରା କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ଏହି ପାସପୋର୍ଟ ଥିଲେ ଆପଣ ଅନ୍ୟ ଦେଶ ବୁଲିବାକୁ,ପଢିବାକୁ, ବାଣିଜ୍ୟ କରିବାକୁ ଯାଇପାରିବେ । ଏବେ ଭାରତ…

ପରିବର୍ତନ ହେବ ସଂସଦୀୟ କ୍ଷେତ୍ର : ଓଡିଶାର ଲୋକସଭା ଆସନ ୨୮ ଓ ବିଧାନସଭା ଆସନ ୧୯୬ ହୋଇପାରେ !

ଭୂବନେଶ୍ୱର, ୦୨/୦୩ : ଦୀର୍ଘ ୪୭ ବର୍ଷ ପରେ ବଦଳିପାରେ ଦେଶର ରାଜନୈତିକ ଚିତ୍ର । ପରିବର୍ତନ ହେବ ସଂସଦୀୟ କ୍ଷେତ୍ର । ଖୁବଶୀଘ୍ର ଏଥିପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ…

ଭୟଙ୍କର ବସ୍ ଦୁର୍ଘଟଣା: ୩୭ ମୃତ, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ବୋଲିଭିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୋଟୋସି ଅଞ୍ଚଳର ଏକ ରାଜପଥରେ ଦୁଇଟି ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେ ୮ ଜଣ ନାବାଳକଙ୍କ ସମେତ ଅତି କମରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ ରୁ ଅଧିକ…

ପିଏମ କିଷାନରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ

ଭୂବନେଶ୍ବର: ଆଜି ପିଏମ୍ କିଷାନ ଟଙ୍କା ଚାଷୀଙ୍କ ଖାତାକୁ ଚଢିଛି । ୯.୮ କୋଟିରୁ ଚାଷୀଙ୍କୁ ଏହି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତିରେ ସାମିଲ କରାଯାଇଥିବା ବେଳେ ଏଥିରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ ରହିଛନ୍ତି ।…