Spread the love

ଗାଡ଼ିରେ ନିଆଁ ଲାଗି ଗାଡି ଚୁରମାର, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ତାଙ୍କ ସାଥି…!

ଜୁନାଗଡ଼.29/10,(ବାଲେଶ୍ୱର ସୁନାନୀ. ଜାଗ୍ରତ ଭାରତ ନୀୟୁଜ )ଜୁନାଗଡ଼ ଥାନା ଅନ୍ତର୍ଗତ 26 ନ ରାଜପଥ ରେ ଗାଡିଟି ଦ୍ରୁତ ବେଗରେ ମୋଟର ଆଡୁ ଜୁନାଗଡ଼ ଅଭିମୁଖେ, ଦ୍ରୁତ ବେଗରେ ରାତିରେ ଆସୁଥିବାବେଳେ ହାତୀନଦି ପାଖ ବାରିଗେଟ ରେ ଭାରସାମ୍ୟ ହରାଇ ଏକ ହ୍ୟୁଣ୍ଡିଆ i20 କାର OR02BL4482 ପିଟି ହୋଇଯାଇଥିଲା,ଏକ ଆଶ୍ଚର୍ଯ୍ୟ ଜନକ ଦୁର୍ଘଟଣା ଥିଲାଯେ ଗାଡ଼ିରେ ହୁତୁ ହୁତୁ ହୋଇ ନିଆଲାଗିଯାଇଥିବା ଦେଖି ଲୋକେ ଦଉଡି ଆସି ଦେଖିଲେ ,ଗାଡ଼ିଭିତରେ ଦୁଇ ଜଣ ଡ୍ରାଇଭର ଶ୍ରୀ ସୋନୁ ବଗର୍ତି, ଓ ସୁରଜ ସତପଥି ଫସିରହିଥିଲେ , ଲୋକେ ଦେବଦୁତ ସାଜି ଦ୍ୱାଇଜଣକୁ ନିଆଁ ରୁ ଉଦ୍ଧାର କରି ଜୁନାଗଡ଼ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର କୁ ପଠାଇଥିଲେ, ଫଳରେ ଗାଡ଼ିରେ ରହିଥିବା ଦୁଇଜଣ ଗୁରୁତର ରହିଥିବା ଜଣାଯାଇଛି,ଏବଂ ଅଗ୍ନିଶମ ବାହିନୀକୁ ଫୁନକରି ବାରୁ ଘ ଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି, ବହୁତ ଚେଷ୍ଟା ଫଳରେ ନିଆକୁ ଆୟତ କରିଥିଲେ ମଧ୍ୟ ଗାଡ଼ିଟା ସମ୍ପୂର୍ଣ ରୂପେ ଯଲିଯାଇଥିବା ଦେଖିବାକୁ ମିଳିଛି,ଜୁନାଗଡ଼ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ହେପାଜତ କୁ ନେଇ ତଦନ୍ତ ଜାରିରଖିଛି,!

Leave a Reply

Your email address will not be published. Required fields are marked *