ଟିଙ୍ଗିପଦର ଗାଁ ରେ ଆଜି ଦଶହରା ଉପଲକ୍ଷେ ଝାଞ୍ଜି ମଡ଼ା ଦେଖିବାକୁ ମିଳିଥିଲା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାଚପରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟିଙ୍ଗିପଦର ଠାରେ ଆଜି ଝାଞ୍ଜି ମଡ଼ା ହୋଇ ଯାଇଛି ଏହା ବର୍ଷ କୁଥରେ ଅଗ୍ନି ପରୀକ୍ଷା କରାଯାଥାଏ ସତ୍ୟ ତାର ବିଶ୍ୱାସ ଜନ୍ମଇବା ଏହା ଏକବେଶ ସହାୟକ ହୋଇଥାଏ ହଜାର ହଜାର ସଂଖକ ଦର୍ଶକ ଦେଖିବା ପାଇଁ ଅଞ୍ଚଳ ର ଲୋକେ ରୁଣ୍ଡ ହୋଇଥିଲେ ଅତି ସୁନ୍ଦର ଭାବରେ ମନୁଷ୍ୟ ମୁଣ୍ଡରେ ଆସି ଲୋକଙ୍କୁ ଦୂର୍ଷ୍ୟ ମା ନ ଭକ୍ତ ମାନେ ନୀଜର ମାନସିକ କରି ତାଙ୍କର ଆଶୀର୍ବାଦ ଗ୍ରହଣ କରି ନିଜ ନିକ ଗୃହ ପ୍ରତ୍ୟା ବ୍ରତନ କରଥିଲେ ଓନ ନ୍ଦ ରେଆବାଳ ବୃଦ୍ଧ ବନିତା ଉପଭୋଗ କରିଥିଲେ।

କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ
