::ବିଜେପୁର ପୋଲିସର ମନମୁଖୀ! ଘଣ୍ଟ ଘୋଡାଉଛି ବରଗଡ ପୋଲିସ:: ବରଗଡ:୨/୧୧(ପବିତ୍ର ମେହେର)ବାଃ ବାଃ ରେ ପୋଲିସ ଧନ୍ୟ ତୋ ପୋଲିସ ପଣିଆ,ଦୁଇ ଦୁଇ ଥର ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ଯାଏ ଅଭିଯୋଗ ଗ୍ରହଣ କରୁଛି ବିଜେପୁର ପୋଲିସ ଧନ୍ୟ ତୋ ପୋଲିସ ପଣିଆ! ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଘଣ୍ଟ ଘୋଡ଼ାଉଛି ବିଜେପୁର ପୋଲିସ? ଯଦି ଗଣତନ୍ତ୍ର ର ସ୍ୱାଧୀନ ରାଜ୍ୟରେ ଗୁଟେ ନାରୀ ଓକିଲାତି କରି ଯଦି ଏତେ ସାଧାରଣ ଜନତା କେତେ ବୋଲି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏ ସମ୍ପର୍କୀତ ଖବର ଉପରେ ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ପୋଲିସ ମୁଖିଆ ରବୀନ୍ଦ୍ର ନାଥ ଶତପଥୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଁ ଗଣମାଧ୍ୟମ ର ଵୋମ କୁ ଦେଖି ଚମ୍ପଟ ମାରିଦେଇଥିବା ବୁଦ୍ଧିଜୀବୀ ମହଲରେ ଅପମାନ, ନିନ୍ଦାର କଥା, ତେବେ ଆସନ୍ତୁ ଶୁଣିବା କଣ କହନ୍ତି ଆଡ଼ଭୋକେଟ ରାଖି ଗର୍ତିଆ ଓ ଜିଲ୍ଲାପାଳ ଆଦିତ୍ୟ ଗୋୟଳ l ତେବେ ବିଜେପୁର ପୋଲିସର ମନମୁଖୀ କାନୁନ ଉପରେ ଜିଲ୍ଲା ପୋଲିସ ମୁଖିଆ ରବୀନ୍ଦ୍ର ନାଥ ଶତପଥି କେବେ ଲଗାଇବେ ଅଙ୍କୁଶ ତାହାଯେ ଦେଖିବାକୁ ବାକି ରହିଲା!ହିତାଧିକାରୀ ଙ୍କୁ କେବେ ମିଳିବ ଉଚ୍ଚିତ ନ୍ୟାୟ, ନ୍ୟାୟ ଅପେକ୍ଷାରେ ଜନ ସାଧାରଣ l

