Spread the love

ଭାରତୀୟ ମଜଦୁର ସଂଘ ସମ୍ବନ୍ଧିତ ଓଡ଼ିଶା ଜିବିକା ମିଶନ ମହିଳା ଗୋଷ୍ଠୀଙ୍କ ଶୋଭାଯାତ୍ରା

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗରୁ ଜିପିଏଲଫେ ବିପିଏଲପିର ପୂର୍ଣ୍ଣଗଠନ ପାଇଁ ଜାରି ନିର୍ଦେଶନାକୁ ସ୍ଥଗିତ ଥିବା ଦାବିରେ ଓଡ଼ିଶା ମିଶନ ମହିଳା ଗୋଷ୍ଠୀ ଇସି ପକ୍ଷରୁ ଭାରତ ମଜଦୂର ସଂଘ ରାଜ୍ୟ ଶ୍ରମିକ ନେତା ଶ୍ରୀନିଵାସ ଖୁଣ୍ଟିଆ ଓ ଇସି ର ସଭାନେତ୍ରୀ ଦମୟନ୍ତୀ ସାହୁ ଓ ସମ୍ପାଦିକା ସୂଚିତ୍ରା ରାଉତଙ୍କ ନେତୃତ୍ବରେ ପନ୍ଦର ଶହରୁ ଉର୍ଦ୍ଧ୍ବ ମହିଳା ବାଜିଚୈକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେବାସହ 4ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚଦ୍ର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *