ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ପତ୍ରିକା ଚିରନ୍ତନୀ ର ମିଳିତ ସହଯୋଗରେ ଏକଦିବସୀୟ ସାରସ୍ବତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ
ଯାଜପୁର —– ସ୍ଥାନୀୟ ଗୈତମବୃଦ୍ଧ ସଂସ୍କୃତି ଭବନ ପରିସରରେ ଆଜି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ପତ୍ରିକା ଚିରନ୍ତନୀ ର ମିଳିତ ସହଯୋଗରେ ଏକଦିବସୀୟ ସାରସ୍ବତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଅଧିବେଶନରେ ସାଂସଦ ଡକ୍ଟର ରବିନ୍ଦ୍ରନାରାୟଣ ବେହେରା, ଜିଲ୍ଲାପାଳ ଅମ୍ବର କୁମାର କର, ସମାଜସେବୀ ଗୈତମ ରାୟ,କବି ପ୍ରଦୀପ ବିଶ୍ଵାଳ, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲୀ ବେହେରା, ବିଶିଷ୍ଟ ସାହିତ୍ୟିକ ନନ୍ଦକିଶୋର ସିଂହ, ଚିରନ୍ତନୀ ର ସଭାପତି ନାରାୟଣ ପ୍ରସାଦ ପତି , ଡକ୍ଟର ରାଜକିଶୋର ପାଢ଼ୀ, ଡକ୍ଟର ସୁର୍ଯ୍ୟମଣି ଖୁଣ୍ଡିଆ, ପଣ୍ଡିତ ଭୁପତି ଭୁଷଣ ମିଶ୍ର, ନିତ୍ୟାନନ୍ଦ ପଣ୍ଡା, ରୁଦ୍ରନାରାୟଣ ପୁଷ୍ଟି, ବିଦ୍ୟୁତଲତା ଦାସ, ସଂଯୁକ୍ତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିବାବେଳେ କବିତା ପାଠୋତ୍ସବ ରେ ଗୈତମ ଜେନା, ସୁବ୍ରତ ଦାସ,ବିଜୟ ମୋହନ ରାୟ, ଶ୍ରୀମତୀ ପଦ୍ମାଜ ଶରଣ, ସନ୍ତୋଷ ନନ୍ଦ,ପ୍ରଭାତ ମଲ୍ଲୀକ, ରମାକାନ୍ତ ଜେନା, ଶ୍ରୀମତୀ ପ୍ରଭାତୀ ରାଉତ, ଶ୍ରୀମତୀ ଅମ୍ରିତା ସିଂହ, ଶ୍ରୀମତୀ ବିନ୍ଦୁରେଖା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

