କେନ୍ଦୁଝର ଜିଲ୍ଲା ଯୋଡା ବିଲେଇପଦା JSP ପ୍ଲାଣ୍ଟ ସମ୍ବୁଖରେ ଟ୍ରକ ମାଲିକ ସଙ୍ଘର ଆନ୍ଦୋଳନ।
ଯୋଡ଼ା ବିଲେଇପଦା JSP ପ୍ଲାଣ୍ଟ ସମୁଖରେ ଟ୍ରକ ମାଲିକ ସଙ୍ଘର ଗତ ୨୭ଜାନୁଆରୀ୨୦୨୫ ଠାରୁ ଅହରାତ୍ର ଆନ୍ଦୋଳନ ଜାରି ରହିଛି।ଆଜି ୩ଫେବ୍ରୁଆରୀ୨୦୨୫ ରେ କଂଗ୍ରେସ ପ୍ରାର୍ଥୀ MLA ଶ୍ରୀଯୁକ୍ତ ଯଶୋବନ୍ତ ସିଂ ଲାଗୁରୀ ଏବଂ ଚମ୍ପୁଆ ବ୍ଲକ କଂଗ୍ରେସ ସଭାପତି ରଣଜିତ କୁମାର ବେହେରା ଯୋଗ ଦେଇ ଟ୍ରକ ମାଲିକ ମାନଙ୍କ ଆନ୍ଦୋଳନ ରେ ଯୋଗ ଦେଇଥିଲେ। କେନ୍ଦୁଝର ରୁ ରତିରଞ୍ଜନ ବାରିକ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।
