Spread the love

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ମେଣ୍ଢାପଦା ଗ୍ରାମରେ ଶ୍ରୀଶ୍ରୀ ଶଶୀଶେଖର ମହାଦେବଙ୍କର ୨ୟ ଜନ୍ମ ବାର୍ଷିକ ମହୋତ୍ସବ

ତା – ୩୦.o୧.୨୦୨୬ ରିଖ (ଶୁକ୍ରବାର )- କଳସ ଯାତ୍ରା ଓ ଅଧିବାସ କର୍ମ ଯଜ୍ଞ କର୍ମାରମ୍ଭ ଓ ମହାରୁଦ୍ରା ଭିଷେକ ପ୍ରସାଦ ସେବନ – ଅପରାହ୍ନ ୧.୦୦ ଘଟିକା ପୂର୍ଣ୍ଣାହୂତି ସମୟ -ଅପରାହ୍ନ ୪.୦୦ ଘଟିକା ସ୍ଥନ ମେଣ୍ଢାପଦା ଶ୍ରୀ ଶ୍ରୀ ଶଶୀଶେଖର ମହାଦେବ ଙ୍କର ମନ୍ଦିର ର ପ୍ରେସିଡେଣ୍ଡ ରଞ୍ଜନ କୁମାର ସହୂ ସେକେରଟେରୀ ମନୋଜ ସହୂ ଆଡଭାଇଜର ସୁସିଲି ସହୂ ପୂଜକ ପବିତ୍ର ରଣା ରାମ ଚରଣ ରଣା ସୁମନ୍ତ ରଣା ମେଣ୍ଢାପଦା ଗ୍ରାମ ପର୍ଜଙ୍ଗ ବ୍ଲକ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ରୁ ମନୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *