Spread the love

ବାଲି ଚୋରା ଚାଲାଣ କରୁଥିବା ହାଇୱା ଧକା ଦେବାରୁ ଯୁବକଙ୍କ ମର୍ତ୍ୟୁ,

କଳାହାଣ୍ଡି,, ଜୁନାଗଡ଼. 27/11/(ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ ) ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଛକ ଠାରେ ଏକ ଦୁଖଦଃ ଖବର ଦେଖିବାକୁ ଦେଖାଦେଇଛି, ଏକ ବାଲିଚୋରା ଚାଲାଣ କରୁଥିବା ହାଇୱା ଗାଡି ନଂOD08U 6739,ଗାଡି ମାଲିକ ଯଇପାଟଣା ର ଶ୍ରୀ କୁଞ୍ଜରଣା ର ବୋଲି ଜଣାପଡିଛି, ଗାଡି ଟି ରାତ୍ରି 8ଘଣ୍ଟା ସମୟରେ ଅଟୀଗାଁ ବାଲିଘାଟକୁ ବଳିଆଣି ଜାଉଥିବାବେଳେ, ମହିଭର ଓ ବଣ୍ଡା କୁଟୁରା ପାଖରେ ନୂଆଗୁଡା ର ଦୁଇଜଣ ଯୁବକ ବାଇକ ନଂ OD08 AC 6719 ରେ ବଣ୍ଡା କୁଟୁରା ଯାଉଥିବାବେଳେ, ମହିଭର ପାଖରେ ହାଇୱା ଧକାଦେବାରୁ ଶ୍ରୀ ଦିନେୟ ମାଝୀ( 22),ଜିତେନ୍ ପାରାଭୋଇ( 22)ବାଇକ ରେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା, ଫଳରେ ଗ୍ରାମର ଲୋକ ଖବର ପାଇ ଶ୍ରୀ ଦିନେୟ କୁ ଉଦ୍ଧାର କରି କରିଥିଲେ, ଏବଂ ଆମ୍ବୁଲାନ୍ସ ଡାକି ଡାକ୍ତର ଖାନା ପଠେଇ ଥିଲେ ଫଳରେ ଧର୍ମଗଡ଼ ଉପଖଣ୍ଡ ଡାକ୍ତର ଖାନା ନିଆଯାଇଥିଲା, ଧର୍ମଗଡ଼ ଡାକ୍ତର ଦିନେୟ କୁ ମୃତ୍ୟୁ ଘୋଷଣା କରିଥିଲେ, ଜୁନାଗଡ଼ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଗାଡିଟିକୁ ଜବତ କରିଛି,ଗାଡି ଡ୍ରାରଭର ଓ ହେଲ୍ପର ଫେରାର ହୋଇଯାଇଥିବା ଦେଖାଦେଇଛି, ହେଲେ ଦେଖାଯାଉ ଘଟଣା କି ମୋଡ଼ ନେଉଛି,

Leave a Reply

Your email address will not be published. Required fields are marked *

You missed