Spread the love

ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଚିତ୍ରମଣି ବିଶ୍ଵାଳ ଙ୍କ ପରଲୋକ

….ପରଜଙ୍ଗ ବ୍ଲକ୍ ଗେହ୍ଲେଇକାଟେଣି ଗ୍ରାମ ର ଚିତ୍ରମଣି ବିଶ୍ଵାଳ ବୟସ(୭୫) ବର୍ଷ ୨୧/୦୭/୨୦୨୫ ଶ୍ରାବଣ ମାସ ସୋମବାର ରାତ୍ରି ୦୯.୦୫ ସମୟରେ ଭୁବନେଶ୍ୱର ସ୍ତିଥ KIMS Hospital ରେ ପରଲୋକ ଘଟିଛି! ସେ ଥିଲେ ମହାପାଟ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଥିଲେ ।ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ଅନ୍ତିମ ଶଯ୍ୟା ନିକଟରେ ସପରିବାର ଓ ଆତ୍ମୀୟସୃଜନ ଉପସ୍ଥିତ ଥିଲେ। ରୀତିନୀତି ଅନୁସାରେ ଗ୍ରାମ ଶ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସମ୍ପନ ହୋଇଛି। ଖବର ପାଇ ପୂର୍ବତନ ପରିବହନ ମନ୍ତ୍ରୀ ଡାଃ. ନୃସିଂହ ଚରଣ ସାହୁ, ପୂର୍ବତନ ସାଂସଦ ମହେଶ ସାହୁ, ପର୍ଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ନିରାକାର ପ୍ରଧାନ, ଭାଜପା ଜିଲ୍ଲା ସଭାପତି ରାହାସ ବିହାରୀ ବେହେରା,ଯୁବ ସମାଜ ସେବୀ ଅସିତ୍ ରାୟଚୌଧୁରି , ପର୍ଜଙ୍ଗ ବ୍ଲକ୍ ଅଧକ୍ଷା ଓ କଙ୍କଡ଼ାହାଡ଼ ବ୍ଲକ୍ ଅଧ୍ୟକ୍ଷା ଏବଂ ଅଞ୍ଚଳ ବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *