Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଆଇଟିବିପି ଦ୍ଵାରା ମାଟି ତଳୁ ଟିଫିନ୍ ବୋମା ଉଦ୍ଧାର

 

ଜେ ବି ଏନ, ୧୦/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ ), ନୂଆଦିଲ୍ଲୀ/ ଛତିଶଗଡ: ଆଜି ଆଇଟିବିପି ଜବାନ ମାନେ ଛତିଶଗଡ ଅଞ୍ଚଳରୁ ଏକ ଆଧୁନିକରଣ ଆଇଡି ଟିଫିନ ବୋମା ମାଟିତଳୁ ଉଦ୍ଧାର କରିଛନ୍ତି l ଇଣ୍ଡୋ ତାଇବେଟାନର ୫୩ ତମ ବାଟାଲିଆନ୍ ର ଯବାନ ମାନେ ଛତ୍ତିଶଗଡ଼ ନାରାୟଣପୁର ଜିଲ୍ଲା କୁରୁଶନଗର ଅଞ୍ଚଳର ଏକ ରାସ୍ତା କଡରୁ ଉଦ୍ଧାର କରିଥବା ଆଇଟିବିପି ପକ୍ଷରୁ ସୂଚନା ଦିଆଯାଇଛି l