ସିଏମ୍ ଟ୍ରଫି ଫାଇନାଲ୍ରେ ରୋମାଞ୍ଚକ ଲଢ଼େଇ: ଟାଇଟଲ୍ ପାଇଁ କେନ୍ଦୁଝର-ସମ୍ବଲପୁର ମୁହାଁମୁହିଁ
କଟକ, ୩୦/୯: ଓଡ଼ିଶା ଟି-୨୦ ଲିଗ୍—ସିଏମ୍ ଟ୍ରଫିର ଚାମ୍ପିଅନ୍ ହେବା ପାଇଁ ଏବେ ଶେଷ ଲଢ଼େଇ। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ବୁଧବାର ସନ୍ଧ୍ୟାରେ ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ କେନ୍ଦୁଝର ମାଇନର୍ସ ଓ ସମ୍ବଲପୁର ୱାରିୟର୍ସ। ଲିଗ୍ ପର୍ଯ୍ୟାୟରେ ଦମଦାର…
