Spread the love

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମ ପଞ୍ଚାୟତ ପାଖରେ ଥିବା ବ୍ରହ୍ମାଣୀ ଟ୍ରକ ୱେଲଫେଆର ଆସୋସିଏସନ ଠାରେ ଆଖପାଖ ଗ୍ରାମର ବିଭିନ୍ନ ସମସ୍ଯାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟ୍ରକ୍ ଆସୋସିଏସନ ର ସଭାପତି ତଥା ଢେଙ୍କାନାଳ ସଦର ବିଧାୟକ ଶ୍ରୀ ସୁଧିର କୁମାର ସାମଲ, ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ର ସଭାପତି ଶ୍ରୀ ଗଙ୍ଗାଧର ସାମଲ, ବିନୋଦ ସାହୁ, ଜୟନ୍ତ ନାଥ, ନିବାରଣ ରାଉତ, ନରେନ୍ଦ୍ର କୁମାର ସାହୁ, ଅଖିଳ ମହାପାତ୍ର ଙ୍କ ସହିତ ସମସ୍ତ କାରଖାନା ଗୁଡ଼ି କର ଆଖପାଖରେ ଥିବା ଗ୍ରାମର ପ୍ରାୟ ୧୩ ଜଣ ସରପଞ୍ଚଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

By

Leave a Reply

Your email address will not be published. Required fields are marked *