Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love
ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ତିନି ସୁରକ୍ଷା କର୍ମୀ ଆହତ : ଜାମ୍ମୁ କାଶ୍ମୀର 

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ :  ଆଜି ଆତଙ୍କବାଦୀ ଙ୍କ ଗ୍ରେନେଡ ମାଡରେ ତିନି ସୁରକ୍ଷା କର୍ମୀ ଆହତ ହୋଇଛନ୍ତି l ସୂଚନା ମୁତାବକ କେନ୍ଦ୍ରୀୟ କାଶ୍ମୀରର ତାହିଦ୍ ଛକରେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍ ଆକ୍ରମଣ ହୋଇଥିଲା  l ଏହି ଆତଙ୍କବାଦୀ ଆକ୍ରମଣ CRPF ବ୍ୟାଙ୍କର ଉପରେ ହୋଇଥିବା ଜଣାପଡିଛି l ଜମ୍ମୁ କାଶ୍ମୀରର ଗାଣ୍ଡରବାଲର ଡୁଡେରହାମା ଅଞ୍ଚଳରେ ଏହି ଆକ୍ରମଣ ଯୋଗୁଁ ତିନି ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ଓ ସମସ୍ତ ଆହତ କର୍ମଚାରୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।