Spread the love

ଆର୍ସେଲର ମିତ୍ତଲ କମ୍ପାନୀ ବିରୋଧରେ ସ୍ଥାନୀୟ ବାସିନ୍ଦା ଓ ଗାଡି ମାଲିକଙ୍କ ରଣହୁଙ୍କାର

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଠାରେ ଥିବା ଆର୍ସେଲର ମିତ୍ତଲ କମ୍ପାନୀ ବିରୋଧରେ ସ୍ଥାନୀୟ ବାସିନ୍ଦା ଓ ଗାଡି ମାଲିକଙ୍କ ରଣହୁଙ୍କାର ଦେଇଛନ୍ତି। ଯାହାକି ସୂଚନା ରହିଛି ଏହି ଆର୍ସେଲର ମିତ୍ତଲ କମ୍ପାନୀ ଠାକୁରାଣୀ ପାହାଡ ର କିଛି ଅଂଶ ଲିଜ୍ ପାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୁଏ। ଆହୁରି ମଧ୍ୟ ଉକ୍ତ ଆର୍ସେଲର ମିତ୍ତଲ କମ୍ପାନୀ ପାଇଁ ଗାଡ଼ି ମାଲିକ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୁଏ, ଆସନ୍ତୁ ଶୁଣିବା କଣ ରହିଛି ଅଭିଯୋଗ ଏହି ଆର୍ସେଲର ମିତ୍ତଲ କମ୍ପାନୀ ବିରୋଧରେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *