Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଉପବାଚସ୍ପତି ଙ୍କ ଦ୍ଵାରା ମିନି ହାଇମାଷ୍ଟ ଷ୍ଟ୍ରିଟ ଲାଇଟ ର ଶୁଭ ଉଦ୍ଘାଟନ 

(ଜେ. ବି ଏନ୍/ପ୍ରିୟବ୍ରତ ସାମଲ) ୦୪.୦୪.୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ରେ ମିନି ହାଇମାଷ୍ଟ ଉଦଘାଟନ ହୋଇଯାଇଛି। ଅନୁଗୋଳ ଏନର୍ଜି ଲିମିଟେଡ୍ ଦ୍ଵାରା ପ୍ରଦାନ କରାଯାଇଥିବା ମିନି ହାଇମାଷ୍ଟ ଉଦଘାଟନ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭା  ଉପ-ବାଚସ୍ପତି ତଥା ଅନୁଗୋଳ ବିଧାୟକ ମାନ୍ୟବର ଶ୍ରୀ ରଜନୀ କାନ୍ତ ସିଂହ ଲାଇଟ୍ କୁୁ ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଜୁ ଜନତା ଦଳ ବ୍ଲକ ସଭାପତି ବିଜୟ କୁମାର ନାଥ, ନାଲକୋ ପେରୀଫେରି ଟ୍ରକ୍ ମାଲିକ ସଂଘ ର ସଭାପତି ସୁବାସ ଚନ୍ଦ୍ର ପଟ୍ଟନାୟକ, ଅନୁଗୋଳ ଜିଲ୍ଲା ବିଜେଡି ଯୁବନେତା ଅରୁଣାଭ ସିଂହ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ପ୍ରବିଣ ସାମଲ, ନୂଆହତା ଗ୍ରାମ ସରପଞ୍ଚ ସଚ୍ଚିଦାନନ୍ଦ ବେହେରା, ସମିତିସଭ୍ଯ ଶିବରାମ ମାଝୀ, ଯୁବ ସଭାପତି ସୁଶିଲ କୁମାର ଭୁତିଆ, ବିଜୟ କୁମାର ସେଠୀ ଆଦି ଉପସ୍ଥିତ ରହି କାର୍ଯ୍ୟ ଟିକୁ ସମାପନ କରିଥିଲେ ।ଗ୍ରାମରେ ଉଜଳ୍ୱମୟ ସନ୍ଧ୍ୟା କୁ ଦେଖି ଗ୍ରାମବାସୀ  ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।