Spread the love

କଥା କହି ନ ପାରୁଥିବା ପକ୍ଷୀ ମାନଙ୍କ ପାଇଁ ଜଳ ଛତ୍ରର ବ୍ୟବସ୍ଥା କଲେ ପ୍ରକୃତି ବନ୍ଧୁ ସରୋଜ ମେହେର

କୁଚିଣ୍ଡା ଦିନୁ ଦିନ ଗ୍ରୀଷ୍ମ ପ୍ରଭାବ ବଢ଼ି ବଢ଼ି ଚାଲିଛେ ଆଉ ନଈ ନାଳ ସୁଖୀ ସୁଖୀ ଯାଉଛି ପାଣି ଟିକେ ପାଇଁ ଜୀବଜଗତ ଟହକ ବିକଳ ହେଉଛି ଗ୍ରୀଷ୍ମ ରେ ଜୀବଜଗତ ର ନିରହ ପକ୍ଷୀ ମାନଙ୍କ ର ପାଇଁ ଗଛ ତଳ କୁ ଉଲେହେ ଛନ୍ତି ପ୍ରକୃତି ବନ୍ଧୁ ସରୋଜ ମେହେର ଏମିତି ଖରା ରେ ନିରହ ପକ୍ଷୀ ମାନେ ସୁସୋ ମରି ଯାଉଥିବା ଦେଖି ତାଙ୍କ ପାଇଁ ଜଳ ର ବ୍ୟବସ୍ଥା କରିଛନ୍ତି ବିଗତ ଦୁଇ ବର୍ଷ ହେବ ସରୋଜ ନିଜ ଘର ର ପଛ ପଟେ ଲାଗି ଛୁଟିଆ ପାହାଡ଼ ରେ ବିଭିନ ଗଛ ରେ ଠେକି ବାନ୍ଧି ସବୁ ଦିନ ଦୁଇ ଥର ପାଣି ଭର୍ତ୍ତି କରି ଦେଉଛନ୍ତ ସରୋଜ ଆଉ ଏମିତି ଏକ ଦୃଶ୍ୟ ଦେଖି ବାକୁ ମିଳି ଥିଲା ସମ୍ବଲପୁର ଜିଲ୍ଲା ର କୁଚିଣ୍ଡା ବ୍ଲକ କୁଲେଇଗଡ଼ ପଂଚାୟତ କୁଡାପଡା ଗାଁ ରେ ନିରହ ପକ୍ଷୀମାନ ଙ୍କୁ ଭଲ ପାଉ ଥିବା ପ୍ରକୃତି ବନ୍ଧୁ ସରୋଜ ମେହେର କହି ଛନ୍ତି

ପରିବେଶ ପାଇଁ ସରୋଜ ମେହେର ୮ବର୍ଷ ହେଲାଣି ସମ୍ବଲପୁର ଜିଲ୍ଲା ର ଭିବିନ୍ନ ଜାଗା ରେ ବୃକ୍ଷ ରୋପଣ କରି ଆସୁଛନ୍ତି ଆଉ ଏଇ କାମ ପାଇଁ ୨୦୨୨ ରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତକରିଛନ୍ତି ଆଉ ଗଛ ଜଗେଇବା ସଙ୍ଗେ ସଙ୍ଗେ ପଶୁପକ୍ଷୀ ମାନ ଙ୍କୁ ଭଲ ପାଇ ବାର ଦେଖ କୁ ମିଳିଛି ପକ୍ଷୀ ମାନେ ପାଣି ଟିକେ ପାଇଁ କୌଣସି ଗହଳି ସ୍ଥାନ କୁ ଯାଇ ପାଣି ପି ନ ପାରିବ ଲକ୍ଷ୍ୟ କରି ସରୋଜ ମେହେର ଜଳ ଛତ୍ର କଲେ ଏହି କାମ କରିବାରେ ମାଆ ବାପା,ଓ ତାଙ୍କ ର ଛୁଆ ସ୍ତ୍ରୀ ବିଶେଷ ଭାବରେ ସହଯୋଗ କରିଥାନ୍ତି

ଏବେ ବାକି ଅଛେ ସରକାର ଇ କାମ ଲାଗି ଦୂରୁ ଦୃଷ୍ଟି ଦେଉଛ ନ

Leave a Reply

Your email address will not be published. Required fields are marked *