Spread the love

କଳାହାଣ୍ଡି ଉତ୍ତର ବନଖଣ୍ଡ ତରଫରୁ ପକ୍ଷୀ ଶିକାର ରୋକିବା ପାଇଁ ବ୍ୟାପକ ଜନସଚେତନା

ଭବାନୀପାଟଣା-କଳାହାଣ୍ଡି ଉତ୍ତର ବନଖଣ୍ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ବନଖଣ୍ଡ ଅଧନସ୍ତ ଭବାନୀପାଟଣ ରେଞ୍ଜ ନିର୍ଲା ଓ କେସିଙ୍ଗା ରେଞ୍ଜରେ ପକ୍ଷୀ ଶିକାର କରିବା କିଣିବା ବା ଘରେ ରଖିବାରେ ଏକ ଦଣ୍ଡନୀୟ ଅପରାଧ ଅଟେ|ଏଥିପାଇଁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭ଅନୁଯାୟୀ ଏଣୁ ଏହିସବୁ ରେଞ୍ଜରେ ବିଭାଗ ପକ୍ଷରୁ ବ୍ୟାପକ ଜନ ସଚ଼େନା ପ୍ରାଇଁ ଲୋକମାନଙ୍କୁ ବୁଝାଇବାସହ ଏହି ସବୁ ରେଞ୍ଜ ମାନଙ୍କ ବିଭିନ୍ନ ସ୍ଥାନରେ ସୂଚ଼ନା ଫଳକ ଲଗାଯାଇ ଜନସଚେତନା ସୃଷ୍ଟିକରାଯାଉଛି ବୋଲ ଭବାନୀପାଟଣା ରେଞ୍ଜ ଅଧିକାରୀଣୀ ଶ୍ରୀମତ ସ୍ନିଗ୍ଧା ସରିତା ବଳିଆର ସଂଏହି ସୂଚ଼ନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *