Spread the love

କଳାହାଣ୍ଡି ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ଏବିଭିପିର ବାଜିମାତ

ଭବାନୀପାଟଣା (ଜାଗ୍ରତ ଭାରତ)
କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ହୋଇଥିବା ଛତ୍ର ସଂସଦ ନିର୍ବାଚନରେ ଏବିଭିପିର ପ୍ରାର୍ଥୀଙ୍କ ବିଜୟ ହୋଇଛି। ସଭାପତି, ଉପସଭାପତି, ଏବଂ ସଂପାଦକ ପଦରେ ବିଜୟ ଲାଭ କରିଛି।ଏବିଭିପିର ସଭାନେତ୍ରୀ ପ୍ରାର୍ଥନା ଆ ରିୟା ନାୟକ,ଅର୍ପିତ। ପ୍ରିୟ ଦର୍ଶିନୀ ସାହୁଙ୍କୁ ୫୯ ଖଣ୍ଡ ଭୋଟରେ ହରାଇ ବିଜୟ ହୋଇଛନ୍ତି।ଆରିୟା ୯୪୬ଖଣ୍ଡ ଭୋଗ ପାଇଥିବାବେଳେ ଅର୍ପିତାଙ୍କୁ ୮୮୭ ଖଣ୍ଡ ଭୋଟ ମିଳିଥିଲା। ସେହିପରି ଉପସଭାପତି ପଦ ପାଇଁ ଭୋଜରାଜସାହୁ ଏବିଭିପିର ତାଙ୍କ ପ୍ରତିଦ୍ଵନ୍ଧି ଉମାକାନ୍ତ ନିଆଳ କୁ ୧୧୯ ଖଣ୍ଡରରେ ହରାଇ ବିଜୟ ହୋଇଛନ୍ତି। ସଂପାଦକ ପଦରେ ମଧ୍ୟ ଏବିଭିପି ପ୍ରାର୍ଥୀ ଓ ମକାର ଦଣ୍ଡସେନା, ପ୍ରତ୍ୟାଶା ପଟନାୟକଙ୍କୁ ୮୨ ଖଣ୍ଡ ଭୋଟରେ ପରାଜୟ କରି ବିଜୟ ହୋଇଛନ୍ତି, ବିଶ୍ଵବିଦ୍ୟାଳୟର କୂଳପତି ଡ଼. ପବନ ଅଗ୍ରବଲ ଏହି ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *