Spread the love

କଳିଙ୍ଗ HiGHER ସେକେଣ୍ଡାରୀ ସ୍କୁଲ ପକ୍ଷରୁ+୨ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଆଜି ଯାଜପୁର ରୋଡ଼ର କଳିଙ୍ଗ HiGH ER ସେକେଣ୍ଡାରୀ ସ୍କୁଲ ପକ୍ଷରୁ+୨ ବିଜ୍ଞାନ ପରୀକ୍ଷା ରେ ସଫଳତା ହାସଲ କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କର ବାପା ଓ ମା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସୋମନାଥ ସାହୁ,ସାଇ ସ୍ବରୁପ ବିଶ୍ଵାଳ, ଆଶିଷ କୁମାର ସାହୁ,ଦୀପକ କୁମାର ମିଶ୍ର,ଦିବ୍ୟଜିତ ଭଞ,କୀର୍ତ୍ତୀକିରଣ ସେଠୀ,ବେଦାଶୀ ପ୍ରିୟଦର୍ଶିନୀ ଜେନା,ସ୍ଥିତି ସଂଜୀବନୀ ମଲ୍ଲିକ,ସାଇ ସ୍ବରୁପ ମହାଳିକ, ଲକ୍ଷ୍ମୀପ୍ରୀୟା ନାଥଶର୍ମା,ଅମିଶା ଜେନା,ରିତିକା ପ୍ରିୟଦର୍ଶିନୀ ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ ଥିଲେ ସେମାନେ ହେଲେ ବିଂଝାରପୁର ସରପଞ୍ଚଙ୍କ ପ୍ରତିନିଧି ଅଶୋକ କୁମାର ସାହୁ, ଆର୍ଯ୍ୟ ନାରାୟଣ ପଣ୍ଡା, ନିରଞ୍ଜନ ସାହୁ,ସୁରେଶ କୁମାର ବାରିକ,ଚିତ୍ତ ଜେନା,ଭରତ ଚନ୍ଦ୍ର ସାହୁ,ଶରତ ସାର,କଳିଙ୍ଗର ଚେୟାରମେନ ଇଞ୍ଜିନିୟର ଆଲେକଜାଣ୍ଡାର ଦାଶ ପ୍ରମୁଖ ଯୋଗଦେଇ ଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ମନୋଜ ବିଶ୍ଵାଳ, ଚିରସ୍କିତାଦାଶ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *