Spread the love

କାଣ୍ଡ ବିନ୍ଧା ରେ ଗିରି ଗୋବର୍ଦ୍ଧନ ପୂଜା

ତା ୬/୧୧/୨୪ ଢେଙ୍କାନାଳ,ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଣ୍ଡ ବିନ୍ଧା ଗାଁ ରେ ଆଜିକୁ ତେର ବର୍ଷ ହେବ ପୂଜା ପାଉଛନ୍ତି ,ପ୍ରଭୁ ରାଧାକୃଷ୍ଣ ପ୍ରତିବର୍ଷ ଦୀପାବଳି ଅମାବାସ୍ୟା ଠାରୁ ଏହି ଠାରେ ଆରମ୍ଭ ହୁଏ ,ରୁ ଗିରି ଗୋବର୍ଦ୍ଧନ ପୂଜା, ଯାହା କୁ ନେଇ ଗ୍ରାମବାସୀ ଙ୍କ ମଧ୍ୟ ରେ ବର୍ଷ ର ଆରମ୍ଭ ରୁ ଉତ୍ସାହ ହୋଇଥାନ୍ତି, ଏହି ପର୍ବ ଗାଁ ରେ ଦଶ ଦିନ ବ୍ୟାପୀ ହୋଇଥାଏ, ଭଗବାନ ଶ୍ରୀକୃଷ୍ଣ ଙ୍କୁ ସମସ୍ତ ନୀତି କାନ୍ତି ଅନୁଯାୟୀ ପ୍ରତ୍ୟହ କାର୍ଯ୍ୟ କ୍ରମ ହୁଏ, ଏହି ପୂଜା ର ମୁଖ୍ୟ କତ୍ତା ଶୁଶାନ୍ତ ନାୟକ ସଭାପତି ପ୍ରହଲ୍ଲାଦ ନାଏକ, ଉପସଭାପତି ପଦନ ସାହୁ, ସଂପାଦକ ରବିନାରାୟଣ ସେଠି, କୋଷାଧ୍ୟକ୍ଷ ନିମଳ ପ୍ରଧାନ ଓ ସମସ୍ତ ଗ୍ରାମ ବାସିନ୍ଦା ଙ୍କ ସହଯୋଗ ରେ ଏହି ପୂଜା ପାଳନ ହୋଇଅଛି

Leave a Reply

Your email address will not be published. Required fields are marked *