Spread the love

ଢେଙ୍କାନାଳ କାରିଗର ସାହି ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷ ରୁ ପୂଜା ର ଚତୁର୍ଥ ଦିବସ ଗୁରୁବାର ରେ ମାଙ୍କ ପାଖରେ ଅନ୍ନ ଶଙ୍କୁଡ଼ି ଲାଗି ହୋଇଥିଲା। ଆଜି ନୀତି କାନ୍ତ ସହ ସଂଧ୍ୟା ବେଳେ ଶହେ ଆଠ ଆଳତୀ ,ରସଗୋଲା ଦହି ପଖାଳ ଲାଗି ହେବ। ଅଭିନନ୍ଦନ ଗାର୍ଡେନ ଠାରେ ଦୁଇ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦ ଆକାର ରେ ଅନ୍ନ ,ଡାଲି, ମିକ୍ସ ତରକାରୀ,ଶାଗ, ଅମ୍ବୁଲ ଖଟା, କ୍ଷୀରି, ଲାଗି ହୋଇଥିଲା। ସଭାପତି ମୂରଲୀ ଧର ବେହେରା, ସମ୍ପାଦକ ବିଚିତ୍ରା ନନ୍ଦ ବେହେରା ଏବଂ କାରୀଗର ସାହି ର ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତି ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *