Spread the love

କାରୀଗର ସାହିରେ ଢେଙ୍କାନାଳରେ ଢେଙ୍କା ଶବର ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ ଗଜାନନ

ଢେଙ୍କାନାଳ କାରୀଗର ସାହିରେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ପୂଜା ମଣ୍ଡପ ଠାରେ ନୂତନ ରୂପରେ ଦର୍ଶନ ଦେଉଛନ୍ତି ଶ୍ରୀ ଗଣେଶ ଏହି ବର୍ଷ ଢେଙ୍କା ଶବର ବେଶରେ ସାତ ଦିନ ଧରି ପୂଜା ପାଇବେ ଆଜକୁ ପଇଁତିରିଶ ବର୍ଷ ଧରି ମହା ଆଡମ୍ବର ରେ ପୂଜା ହେଇଆସୁଛି ପୂଜକ ଗୋବିନ୍ଦ ଭାଇନା କର୍ତ୍ତା ଦି ଲୁ ମହାରଣା ସଭାପତି ନିଲୁ ଦଲେଇ ସମ୍ପାଦକ ସଧବ ବେହେରା କର୍ମ କର୍ତ୍ତା ଜଗନ ବେହେରା ତପୁ ବାରିକ ଶରତ ବେହେରା ମଂଟୁ ମହାରଣା ପିଂଟୁ ବେହେରା ସମସ୍ତ କର୍ମ କର୍ତା ସହ ଯୋଗ ରେ ପୂଜା କରାଯାଉଛି

Leave a Reply

Your email address will not be published. Required fields are marked *