Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ପକ୍ଷରୁ ଶୋ କଜ ନୋଟିସ 

ଗ୍ରାହକଙ୍କୁ କୋଭିଡ ସମୟରେ ମିଛ ବିଜ୍ଞାପନ ମାଧ୍ୟମରେ ବିଭ୍ରାନ୍ତ ବିରୁଦ୍ଧରେ ଅଭିଯାନ

 

 

ଜେ ବି ଏନ, ୦୧ /୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଅନେକ ଉପଭୋକ୍ତା ସାମଗ୍ରୀ / ଉତ୍ପାଦ ସହ ଜଡିତ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ପାଇଁ COVID-19 ସମୟରେ ଦିଆଯାଇଥିବା ବିଜ୍ଞାପନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ବିଭିନ୍ନ କ୍ଷେତ୍ରର କମ୍ପାନୀ ଗୁଡିକୁ ସୁ-ମୋଟୋ ସୋ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏ ନେଇ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।