Spread the love

କେନ୍ଦ୍ରୀୟ ଡେପୁଟେସନରେ ରାଜ୍ୟର ୨୫ IAS ଓ ୨୮ IPS ଅଧିକାରୀ । ୨୪୮ IAS ପଦବୀ ସଂଖ୍ୟାରୁ ଖାଲି ରହିଛି ୪୫ ପଦବୀ। ମଞ୍ଜୁରୀ ପ୍ରାପ୍ତ ୧୯୫ IPS ପଦବୀରୁ ଖାଲି ରହିଛି ୬୬ ପଦବୀ ।

୨୨୪୮ OAS ପଦବୀରୁ ୩୪୨ ପଦବୀ ଖାଲି ପଡ଼ିଛି । ୮୪୯ OPAS ପଦବୀରୁ ଖାଲି ପଡ଼ିଛି ୧୪୧ ପଦବୀ ।

Leave a Reply

Your email address will not be published. Required fields are marked *